- Home
- »
- Breaking News
- »
- ନଭେମ୍ବରରେ ୧୭ଦିନ ବ୍ୟାଙ୍କ ବନ୍ଦ, କରିନିଅନ୍ତୁ ବ୍ୟାଙ୍କ୍ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ
ନଭେମ୍ବରରେ ୧୭ଦିନ ବ୍ୟାଙ୍କ ବନ୍ଦ, କରିନିଅନ୍ତୁ ବ୍ୟାଙ୍କ୍ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ); ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ । ଯଥାଶୀଘ୍ର ବ୍ୟାଙ୍କ୍ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିନିଅନ୍ତୁ । ଚଳିତ ସପ୍ତାହରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ। ବିଭିନ୍ନ ପର୍ବ ପର୍ବାଣି ଯୋଗୁଁ ବିଭିନ୍ନ ରାଜ୍ୟରେ ଅନେକ ବ୍ୟାଙ୍କ ଶାଖା ବନ୍ଦ ରହିବ। ନଭେମ୍ବର ମାସରେ ବ୍ୟାଙ୍କଗୁଡିକ ମୋଟ ୧୭ ଦିନ ପାଇଁ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କିଛି ଦିନ ଉଲ୍ଲେଖ କରିଥିଲା ଯେ ନଭେମ୍ବର ମାସରେ ବ୍ୟାଙ୍କିଙ୍ଗ୍ ଅପରେସନ୍ ବନ୍ଦ ରହିବ, କିନ୍ତୁ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଜାରି ରହିବ । ବିଭିନ୍ନ ରାଜ୍ୟରେ ଏହି ସପ୍ତାହରେ ବ୍ୟାଙ୍କଗୁଡିକ ମୋଟ ୫ ଦିନ ବନ୍ଦ ରହିବ।