FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ଗତିଶକ୍ତି’ ମିଶନର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ଗତିଶକ୍ତି’ ମିଶନର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ଗତିଶକ୍ତି’ ମିଶନର ଶୁଭାରମ୍ଭ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): କରୋନା ସମୟରେ ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ନୂଆ ପ୍ରୟାସ । ପ୍ରାୟ ୧୦୦ଲକ୍ଷ କୋଟି ଟଙ୍କାର ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯାହାର ନାଁ ରଖିଛନ୍ତି ‘ଗତିଶକ୍ତି’ । ଯାହା ଦେଶର ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ । ଆଜି ପୂର୍ବାହ୍ନ ୧୧ଟା ବେଳେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ମୋଦି ଏହି ଗତି ଶକ୍ତି ଯୋଜନାର ଉନ୍ମୋଚନ କରିଛନ୍ତି । ଏହି ଯୋଜନା ଦେଶର ମାଷ୍ଟର ପ୍ଲାନ ଏବଂ ଭିତ୍ତି ଭୂମିର ବିକାଶ ଦିଗରେ ଏକ ଗରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।୭୫ତମ ସ୍ୱାଧିନତା ଦିବସରେ ମୋଦି ଗତିଶକ୍ତି ଯୋଜନାର ଘୋଷଣା କରିଥିଲେ।ହେଲେ ଆଜି ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଦେଶର ମାଷ୍ଟର ପ୍ଲାନ ଏବଂ ଭିତ୍ତି ଭୂମିର ବିକାଶ ଦିଗରେ ଏକ ଗରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।୭୫ତମ ସ୍ୱାଧିନତା ଦିବସରେ ମୋଦି ଗତିଶକ୍ତି ଯୋଜନାର ଘୋଷଣା କରିଥିଲେ।ହେଲେ ଆଜି ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି। ପ୍ରାୟ ୧୬ଟି କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗଦ୍ୱାରା ଆରମ୍ଭ ହୋଇଥିବା ଏହି ଭିତ୍ତିଭୂମୀୟ ଯୋଜନାକୁ ‘ପିଏମ୍ ଗତିଶକ୍ତି’ ଏକତ୍ର କରିବ ବୋଲି ଆଶା କରାଯାଉଛି। ଏହି ଯୋଜନା ହେଉଛି ଭବିଷ୍ୟତ ପ୍ରତି ଲକ୍ଷ୍ୟ ରଖି ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts