ଅପରାଧ

ଅପରାଧ

ଲାଞ୍ଚ ନେଇ ଆଇଆଇସି ଗିରଫ

ଜଣେ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ରବିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ସ୍ଥିତ ସିଆରଆରଆଇ ପୁଲିସ ଥାନାର ଆଇଆଇସି ବିଜୟ କୁମାର ବାରିକ। ସୁରୁଖୁରୁରେ ବେପାର କରିବା ପାଇଁ ଉକ୍ତ ମଦ ଦୋକାନୀଙ୍କଠାରୁ ଲାଞ୍ଚ ନେଉଥିଲେ ଆଇଆଇସି ବିଜୟ କୁମାର ବାରିକ। ସେ ଭୁବନେଶ୍ୱରର ରାଜମହଲ ଛକରେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ

Read More »
ଅପରାଧ

ଯୁବରାଜ ସିଂହଙ୍କର ସମ୍ପତ୍ତି ଜବତ

ବେଆଇନ ବେଟିଂ ଆପ୍ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବଡ଼ ବଡ଼ ଫିଲ୍ମ ଷ୍ଟାର ଏବଂ ପୂର୍ବତନ କ୍ରିକେଟରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଯେଉଁମାନଙ୍କର ସମ୍ପତ୍ତି ଜବତ କରାଯାଇଛି, ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତ୍ରୀ ଉର୍ବଶୀ ରୱତେଲା, ଅଭିନେତା ସୋନୁ ସୁଦ, ମିମି ଚକ୍ରବର୍ତ୍ତୀ, ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ, ରବିନ ଉଥପ୍ପା, ଅଙ୍କୁଶ ହଜାରା ଏବଂ ନେହା ଶର୍ମା। ଏମାନଙ୍କ ନାମ ବେଆଇନ ବେଟିଂ ଆପ୍ ପ୍ରଚାରରେ ଜଡିତ ରହିଛି।

Read More »
ଅପରାଧ

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା

ନୂଆଦିଲ୍ଲୀ: ସଂପ୍ରତି ଜାତିଆଣ ହିଂସାରେ ଜଳୁଛି ବାଂଲାଦେଶ । ପୁଣି ଥରେ ଏହି ପଡୋଶୀ ଦେଶରେ ହିଂସା ଦେଖିବାକୁ ମିଳିଛି । ମୟମନସିଂହ ଜିଲ୍ଲାରେ ଗୁରୁବାର ରାତିରେ ବର୍ଣ୍ଣବୈଷମ ଅଭିଯୋଗରେ  ଜଣେ ହିନ୍ଦୁ ଯୁବକଙ୍କୁ ଭିଡ ମଧ୍ୟରେ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଦୀପୁ ଚନ୍ଦ୍ର ଦାସ । ସେ ଏକ ପୋଷାକ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏବଂ ଡୁବଲିଆପଡା ଅଞ୍ଚଳରେ ଭଡାରେ ରହୁଥିଲେ । ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା

Read More »
ଅପରାଧ

IRCTC ଦୁର୍ନୀତି ମାମଲାରେ ଲାଲୁଙ୍କୁ ଝଟକା

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀର ଏକ କୋର୍ଟ ଆଇଆରସିଟିସି ମାମଲାରେ ଲାଲୁ ପରିବାର ବିରୁଦ୍ଧରେ ଠକେଇ ଏବଂ ଷଡ଼ଯନ୍ତ୍ରର ଅଭିଯୋଗ ଫଇସଲା କରିଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଛି। ଅର୍ଥାତ୍‌

Read More »
ଅପରାଧ

ଛାତ୍ରୀ ନିର୍ଯ୍ୟାତନା ମାମଲାରେ ସହକାରୀ ଅଧ୍ୟାପକ ନିଲମ୍ବିତ

ସମ୍ବଲପୁର: ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଗିରଫ ହୋଇଥିବା ସମ୍ବଲପୁର ଗଙ୍ଗାଧର ମେହର ବିଶ୍ଵବିଦ୍ୟାଳୟ ଅଧ୍ୟାପକଙ୍କ ବିରୋଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରାପ୍ରାପ୍ତ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ସହକାରୀ ଅଧ୍ୟାପକ ଗୋପିକାନ୍ତ ସୁନାଙ୍କୁ ନିଲମ୍ବିତ କରିଛନ୍ତି । ଏହି ସମୟରେ ସେ ମୁଖ୍ୟ କାର୍ଯ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଅନ୍ୟପକ୍ଷରେ କୂଳପତି କହିଛନ୍ତି ଯେ ଏ ସମ୍ପର୍କରେ ଛାତ୍ରୀ ଜଣକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି

Read More »
ଅପରାଧ

ଜ୍ୟୋତିଙ୍କ ସହ ସଂପର୍କରୁ ଫସିଗଲେ ପ୍ରିୟଙ୍କା

ଅକଳରେ ପୁରୀ ଝିଅ ପ୍ରିୟଙ୍କା ସେନାପତି। ସୋଶାଲ ମିଡିଆରେ ଘୂରି ବୁଲୁଛି ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କ ସହିତ ତାଙ୍କର ପୁଳା ପୁଳା ଫଟୋ ଓ ଭିଡିଓ। କେତେବେଳେ ପୁରୀ ତ କେତେବେଳେ କଶ୍ମୀର। କେଉଁଠି ପହଲଗାମ୍‌ରେ ତ କେଉଁଠି ଲାଲଚୌକରେ। ଖାଲି ସେତିକି ନୁହେଁ, ୩ ମାସ ତଳେ ପାକିସ୍ତାନର କରତାରପୁର କରିଡର ବି ଯାଇଥିଲେ ପ୍ରିୟଙ୍କା। ତେଣୁ ଏବେ ଗୁଇନ୍ଦା ସ୍କାନରରେ ପୁରୀର ଏହି ୟୁଟ୍ୟୁବର। ପାକିସ୍ତାନ ପାଇଁ

Read More »
ଅପରାଧ

ଅପରେସନ ସିନ୍ଦୂର: ପ୍ରାଣ ହରାଇଛନ୍ତି ୫ ପ୍ରମୁଖ ଆତଙ୍କବାଦୀ

ମେ’ ୭ ଭୋର ୧.୩୦ରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଅପରେସନ ସିନ୍ଦୂରକୁ କାର୍ଯ୍ୟକାରୀ କରିଥିଲା। ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ୯ ଆତଙ୍କୀ ଆଡ୍ଡା ଉପରେ କରିଥିଲା ମିସାଇଲ ମାଡ଼। ଏଥିରେ ୫ ପ୍ରମୁଖ ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ଭାରତର ଅପରେସନ ସିନ୍ଦୂରରେ ପ୍ରାଣ ହରାଇଥିବା ୫ ପ୍ରମୁଖ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ସେମାନେ ହେଲେ ମୁଦାସର

Read More »
ଅପରାଧ

ଗିରଫ ହେଲେ ୟୁଟ୍ୟୁବର ତପି ମିଶ୍ର

ଭୁବନେଶ୍ୱର : ଗିରଫ ହେଲେ ୟୁଟ୍ୟୁବର ସରୋଜ ମିଶ୍ର ଓରଫ୍ ତପି ମିଶ୍ର। ସବୁବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ। ଏନେଇ ଅଭିଯୋଗ ହେବାରୁ ଇନ୍‌ଫୋସିଟି ଥାନା ପୋଲିସ ତପିଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ୨୦୨୩ ମସିହାରେ ଲେଖିକା ବନସ୍ମିତା ପତିଙ୍କ ଓଡ଼ିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ତପି ମିଶ୍ର ଅନେକ ଦିନ ହେବ ବିବାଦରେ ଫସିରହିଥିଲେ । ଏହି ଘଟଣାରେ ପ୍ରମାଣପତ୍ର ସହିତ

Read More »
ଅପରାଧ

ନବ ଦାସ ହତ୍ୟା ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପରିବାର

ଦୀର୍ଘ ପ୍ରାୟ ଦୁଇବର୍ଷ ପରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ନୂଆମୋଡ଼ ନେଇଛି । କ୍ରାଇମବ୍ରାଂଚ ତଦନ୍ତରେ ସନ୍ତୁଷ୍ଟ ନହୋଇ ନବଙ୍କ ପରିବାର ସଦସ୍ୟମାନେ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ହତ୍ୟାକାଣ୍ଡ ଘଟଣାର ସାନି ତଦନ୍ତ ହେବା ଏକରକମ ସ୍ପଷ୍ଟ ହୋଇଯାଇଛି । କ୍ରାଇମବ୍ରାଂଚର ଅଧିକାରୀମାନେ ଝାରସୁଗୁଡ଼ା ଯାଇ ପୁଣିଥରେ ଏହି ମାମଲାରେ ବିଭିନ୍ନ ବ୍ୟକ୍ତିମାନଙ୍କ ବୟାନ ରେକର୍ଡ କରିବା ପରେ ରାଜ୍ୟ ସରକାର ମାମଲାକୁ ସିବିଆଇ

Read More »
ଅପରାଧ

ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଇଓଡବ୍ଲ୍ୟୁର ଆବେଦନ

ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟି ଲିମିଟେଡରେ ଦୁର୍ନୀତି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ବିଜେଡି ନେତା ସୌମ୍ୟଶଙ୍କର ଓରଫ ରାଜାଙ୍କୁ ପଚରା ଉଚୁରା କରିବ ଇଓଡବ୍ଲ୍ୟୁ । ଗନ୍ଧମାର୍ଦ୍ଦନ ଲୋଡିଂ ମାଇନ୍ସ ଦୁର୍ନୀତିରେ  ରାଜା ଚକ୍ରଙ୍କୁ ଗତ ୧୩ ତାରିଖରେ ଗିରଫ କରିଥିଲା ଇଓଡବ୍ଲ୍ୟୁ

Read More »