ଆଉ ଅନୁଷ୍ଠିତ ହେବ ନାହିଁ ନିଟ୍ ପରୀକ୍ଷା
ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ପୁଣି ପରୀକ୍ଷା କରିବାକୁ ଦାବି କରୁଥିବା ଆଦେଦନର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ପୁନର୍ବାର ପରୀକ୍ଷା ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଖବର ଅନୁଯାୟୀ, ପେପର ଲିକ୍ ହେବା ନିଶ୍ଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହାଜରିବାଗରେ ପେପର ଲିକ୍ ହୋଇଥିଲା। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପରୀକ୍ଷାରେ ତ୍ରୁଟିର ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ। ପୁନଃପରୀକ୍ଷା ପାଇଁ ଦାବି ଠିକ୍ ନୁହେଁ । ଏହା ୨୪ ଲକ୍ଷ