
ଓଡିଶା ଆସୁଛନ୍ତି ଜ୍ଞାନେଶ କୁମାର
ନୂଆଦିଲ୍ଲୀ : ଆସନ୍ତାକାଲି ଶନିବାର ଓଡିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର । ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଇସିଆଇ ଜ୍ଞାନେଶ କୁମାର । ଆସନ୍ତାକାଲି ଓଡ଼ିଶାରେ ପହଞ୍ଚି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କ ଦର୍ଶନ ପରେ ଇସିଆଇ କୋଣାର୍କ ଯିବେ । ୨୮ତାରିଖରେ ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ୱର ମନ୍ଦିର ବୁଲିବେ । ୨୯ରେ ଓୟୁଏଟିରେ ବୁଥସ୍ତରୀୟ ଅଧିକାରୀଙ୍କୁ ଇସିଆଇ ସମ୍ବୋଧନ କରିବେ । ଜ୍ଞାନେଶ କୁମାର ୧୯୮୮ ବ୍ୟାଚର










