FOLLOW US ON SOCIAL

  1. Home
  2. »
  3. ଅପରାଧ
  4. »
  5. ରାଜଗାଙ୍ଗପୁର ଅଞ୍ଚଳରୁ ପ୍ରାୟ ୧୬ ଗ୍ରାମ ଧଳା ଜହର ଜବତ, ୫ ଗିରଫ

ରାଜଗାଙ୍ଗପୁର ଅଞ୍ଚଳରୁ ପ୍ରାୟ ୧୬ ଗ୍ରାମ ଧଳା ଜହର ଜବତ, ୫ ଗିରଫ

ରାଜଗାଙ୍ଗପୁର ଅଞ୍ଚଳରୁ ପ୍ରାୟ ୧୬ ଗ୍ରାମ ଧଳା ଜହର ଜବତ, ୫ ଗିରଫ
SHARE NOW :

ରାଜଗାଙ୍ଗପୁର (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ରାଜଗାଙ୍ଗପୁର-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ପୋଲିସ କୁ ଏକ ବଡ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ, ରାଜଗାଙ୍ଗପୁରର ଜାମପାଲି ବାଇପାସ ଠାରେ ପୋଲିସ ସଦଳବଳେ ପହଞ୍ଚି ୫ ଜଣ ଯୁବକକୁ ଗିରଫ କରିବା ସହ ତାଙ୍କ ପାଖରୁ ୧୫ ଗ୍ରାମ ୭୦୦ ମିଲି ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ୫୧,୨୧୦ ଟଙ୍କା, ୪ ଟି ମୋବାଇଲ ଫୋନ, ୨ଟି ମଟର ସାଇକେଲ,ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣା ପଡିଛି ।ଅଭିଯୁକ୍ତ ମାନେ ହେଲେ ଏମ ଡ଼ି ମୋଜାହିମ,ଏମ ଡ଼ି ପାପନ,ସମସେର ଆଲାମ ,ଏମ ଡ଼ି ଜାବେଦ ,ଏମ ଡ଼ି ଆବିଦ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *

Related Posts