Live Odisha Tv

July 23, 2024

ତାଜା ଖବର

ଯୁବପୀଢ଼ିଙ୍କ ପାଇଁ ଆସିବ ‘ଇଣ୍ଟର୍ନସିପ୍ ସ୍କିମ୍’

କେନ୍ଦ୍ର ସରକାର ଚଳିତ ବଜେଟରେ ବେରୋଜଗାରି ସମସ୍ୟା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଯୁବ ବର୍ଗଙ୍କ ପାଇଁ ନୂତନ ଆଶା ନେଇ ଆସିଛି ଏହି ବଜେଟ୍ । ବିନା ଦରମାରେ ବିଭିନ୍ନ କମ୍ପାନୀରେ ତାଲିମ ନେଉଥିବା ଯୁବପୀଢ଼ିଙ୍କୁ ଏଣିକି ଭତ୍ତା ମିଳିବ । ଆଉ ଏଥିପାଇଁ କେନ୍ଦ୍ର ସରକାର ‘ଇଣ୍ଟର୍ନସିପ୍ ଯୋଜନା’ ଲାଗୁ କରିବାକୁ ଯାଉଛନ୍ତି । ଏ ନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ ଘୋଷଣା କରିଛନ୍ତି ।  ଅର୍ଥମନ୍ତ୍ରୀ କହିଛନ୍ତି,

Read More »
ଦେଶ ବିଦେଶ

କେନ୍ଦ୍ର ବଜେଟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

କେନ୍ଦ୍ର ବଜେଟକୁ ବିଜେଡି ସମାଲୋଚନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସା କରିଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟକୁ ନେଇ ଖୁସି ବ୍ୟକ୍ତ କରିଥିବା କଥା ଲେଖିଛନ୍ତି । ଚଳିତ ବଜେଟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଶେଷ ଗୁରୁତ୍ଵ ଦିଆଯାଇଛି । ଏହାସହ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା

Read More »
ଅପରାଧ

ଆଉ ଅନୁଷ୍ଠିତ ହେବ ନାହିଁ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ପୁଣି ପରୀକ୍ଷା କରିବାକୁ ଦାବି କରୁଥିବା ଆଦେଦନର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇଛି। ପୁନର୍ବାର ପରୀକ୍ଷା ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଖବର ଅନୁଯାୟୀ, ପେପର ଲିକ୍ ହେବା ନିଶ୍ଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହାଜରିବାଗରେ ପେପର ଲିକ୍ ହୋଇଥିଲା। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପରୀକ୍ଷାରେ ତ୍ରୁଟିର ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ। ପୁନଃପରୀକ୍ଷା ପାଇଁ ଦାବି ଠିକ୍ ନୁହେଁ । ଏହା ୨୪ ଲକ୍ଷ

Read More »
ତାଜା ଖବର

ବଜେଟ୍ ପରେ ଷ୍ଟକ୍ ମାର୍କେଟ ହ୍ରାସ

ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଷ୍ଟକ୍ ମାର୍କେଟ ବିପରୀତ ଦିଗକୁ ଗତି କରୁଥିଲା। ଅର୍ଥମନ୍ତ୍ରୀଙ୍କ ଭାଷଣ ଅଗ୍ରଗତି କଲାବେଳେ ବଜାର ହ୍ରାସ ପାଇବାକୁ ଲାଗିଥିଲା। ବଜେଟ୍ ସରିବା ମାତ୍ରେ ଷ୍ଟକ୍ ମାର୍କେଟରେ ବହୁତ ହ୍ରାସ ଘଟି ପ୍ରାୟ ଏକ ହଜାର ପଏଣ୍ଟ ହ୍ରାସ ପାଇଥିଲା। ମଙ୍ଗଳବାର ଦିନ ଷ୍ଟକ୍ ମାର୍କେଟ୍ ସବୁଜ ମାର୍କରୁ ଆରମ୍ଭ ହୋଇଥିଲା। ତେବେ ଶେଷ‌ରେ ଏହା ଲାଲ୍ ରଙ୍ଗରେ ବନ୍ଦ ହୋଇଥିଲା। ମଙ୍ଗଳବାର ସକାଳେ ସେନସେକ୍ସ ୮୦,୭୨୪.୩୦ ପଏଣ୍ଟରେ

Read More »
ତାଜା ଖବର

ସାଧାରଣ ବଜେଟରେ ଅନେକ ବଡ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଏକାଦଶତମ ବଜେଟରେ ମହିଳା, କୃଷକ, ଯୁବକଙ୍କ ସମେତ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ବଡ ଘୋଷଣା କରାଯାଇଛି। ଦେଶର ହୀରା ବ୍ୟବସାୟ ବିଷୟରେ ମଧ୍ୟ ବଜେଟରେ ଆଲୋଚନା କରାଯାଇଛି। ବଜେଟ୍ ଭାଷଣ ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତ ହୀରା କାଟିବା ଏବଂ ପଲିସିଂ ଶିଳ୍ପରେ ବିଶ୍ୱରେ ଅଗ୍ରଣୀ। ଏହି କାର୍ଯ୍ୟ ପାଇଁ ଏଠାରେ ବହୁ

Read More »
ତାଜା ଖବର

ବିନା ପଞ୍ଜୀକରଣରେ ଚାଲୁଥିବା ଗାଡ଼ି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ କଡ଼ାକଡ଼ି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତିା ଏହି ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତିା ବିନା ଫିଟନେସ ଓ ପଞ୍ଜୀକରଣ ସାର୍ଟିଫିକେଟରେ ରାସ୍ତାରେ ଚାଲୁଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛିା କେବଳ ଜରିମାନା ନୁହେଁ ଆଇନ ଅନୁଯାୟୀ

Read More »