Live Odisha Tv

July 25, 2024

ତାଜା ଖବର

ବିଧାନସଭାରେ ବିଜେପି ସରକାରର ପ୍ରଥମ ବଜେଟ

ବିଧାନସଭାରେ ଉପସ୍ଥାପନ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ବଜେଟ । ସମାଜର ସବୁ ବର୍ଗକୁ ଗୁରୁତ୍ବ ଦିଆଯାଇଛି। ଗରିବ, ମହିଳା, ଯୁବବର୍ଗ ଓ ଅନ୍ନଦାତାଙ୍କୁ ଗୁରୁତ୍ବ ଦିଆଯାଇଛି । ଚଳିତ ବର୍ଷ ବଜେଟର ପରିମାଣ ୨ ଲକ୍ଷ ୬୫ ହଜାର କୋଟି ରହିଛି । ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟ ପରିମାଣକୁ ୧୫%

Read More »
Uncategorized

ORMAS ପକ୍ଷରୁ ବୁଝାମଣା ପତ୍ର ସ୍ବାକ୍ଷରିତ

ଦକ୍ଷତା ବିକାଶ ତାଲିମ ପାଇଁ ORMAS ପକ୍ଷରୁ ୧୦ଟି ସଂସ୍ଥା ସହ ୧୩ ଗୋଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ଗ୍ରାମ୍ଯ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ମାନ୍ଯବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମହୋଦୟ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଉକ୍ତ ପ୍ରୟାସକୁ ଉଚ୍ଚପ୍ରଶଂସା କରିଛନ୍ତି । ଏହା ମାଧ୍ଯମରେ ୧୭,୨୭୨ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ଓଡ଼ିଶାର କୋଣ-ଅନୁକୋଣରେ ଦକ୍ଷତା ବିକାଶ ଓ ନିଯୁକ୍ତିର

Read More »
ଦେଶ ବିଦେଶ

ପାଠ ପଢାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶିକ୍ଷୟତ୍ରୀ ସାଜି ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ୨ ବର୍ଷ ପୂରଣ କରିବା ପରେ ଏକ ନୂଆ ରୂପରେ ଆମ ପ୍ରିୟ ରାଷ୍ଟ୍ରପତିଙ୍କୁ ଦେଖି ପିଲାମାନେ ମଧ୍ୟ ବେଶ ଖୁସି ହୋଇଯାଇଥିଲେ । ଗୁରୁବାର ରାଷ୍ଟ୍ରପତି ଭବନ ନିକଟରେ ଥିବା ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟକୁ ଯାଇ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ରାଷ୍ଟ୍ରପତି ପାଠ ପଢ଼ାଇଛନ୍ତି। ପ୍ରଥମେ ଶ୍ରେଣୀକୁ ଯାଇ ପିଲାମାନଙ୍କୁ କହିଥିଲେ ଏବେର ପିଲାମାନେ ବହୁତ

Read More »
ଅପରାଧ

ପରକୀୟାପ୍ରୀତିକୁ ନେଇ ଜୀବନ ହାରିଲା ସ୍ତ୍ରୀ

ଭୁବନେଶ୍ୱର ଉପକଣ୍ଠ ଆଣ୍ଠୁଆରୀଗ୍ରାମରେ ସ୍ୱାମୀ- ସ୍ତ୍ରୀଙ୍କ ଝଗଡା ପରେ ଏକ ଦୁଖଃଦପୂର୍ଣ ଘଟଣା ଘଟିଛି । ମୃତ ମହିଳା ହେଉଛନ୍ତି ମିନାକ୍ଷୀ। ଏହି ଘଟଣାକୁ ନେଇ ମିନାକ୍ଷୀଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଂଚିବା ସହିତ ମିନାକ୍ଷୀଙ୍କର ମର ଶରୀରକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ସୂଚନା ମୁତାବକ, ଭୁବନେଶ୍ୱର ଉପକଣ୍ଠ ଆଣ୍ଠୁଆରୀରେ ନିଜ ସ୍ୱାମୀ ଦୀନବନ୍ଧୁଙ୍କ ସହିତ ରହୁଥିଲେ ମିନାକ୍ଷୀ। ସ୍ୱାମୀ ଦୀନବନ୍ଧୁଙ୍କର ନିଜ ଅଫିସରେ ଜଣେ ମହିଳା

Read More »
ଅପରାଧ

ପାରିବାରିକ କଳହରୁ ଜୀବନ ହାରିଲେ ସାମ୍ବାଦିକା

କାହିଁକି ଅଦିନରେ ଚାଲିଗଲା ସାମ୍ବାଦିକା ମଧୁମିତା ପରିଡାଙ୍କ ଜୀବନ ? ଏମିତି ଅନେକ ପ୍ରଶ୍ନ ଭିତରେ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି ପୋଲିସ । ଶ୍ରୀଧରଙ୍କ ବିରୋଧରେ ମୃତ ମଧୁସ୍ମିତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ଭୁବନେଶ୍ୱରର ଧଉଳି ଥାନା ପୋଲିସ ମଧୁଙ୍କ ସ୍ୱାମୀଙ୍କୁ ଗିରଫ କରିବା ସହ ଫୋନ ଜବତ କରିଛି । ଆହୁରି ମଧ୍ୟ ସୂଚନା ରହିଛି ଯେ ସ୍ୱୀମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଥିଲା ।

Read More »
ଜୀବନଚର୍ଯ୍ୟା

କିମ୍‍ସରେ ୧୦ଦିନ ଶିଶୁର ସଫଳ ହୃଦ୍‍ ଅସ୍ତ୍ରୋପଚାର

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍(କିମ୍‍ସ)ର ଡାକ୍ତରମାନେ ଜନ୍ମଜାତ ହୃଦରୋଗର ଶିକାର ଜଣେ ୧୦ଦିନର ଶିଶୁର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। କିମ୍‍ସର ନବଜାତ ଶିଶୁରୋଗ ବିଭାଗ, ହୃଦରୋଗ ଏବଂ ହୃଦରୋଗ ନିଶ୍ଚେତକ ବିଭାଗ ଡାକ୍ତରଙ୍କ ସମନ୍ୱିତ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇଛି। ୨.୨ କିଲୋଗ୍ରାମ ଓଜନ ଥିବା ଶିଶୁଟି ଜନ୍ମଜାତ ହୃଦରୋଗ ସନ୍ଦେହରେ ରେଫର ହୋଇ କିମ୍‍ସକୁ ଆସିଥିଲା। ଶିଶୁଟି ଜନ୍ମରୁ ଅକ୍ସିଜେନ୍‍ ଆବଶ୍ୟକ କରୁଥିଲା ଏବଂ ତାର ଅକ୍ସିଜେନ୍‍

Read More »