Live Odisha Tv

August 3, 2024

ତାଜା ଖବର

ଖୁରାନିଆ ହେବେ ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି

୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ ରାଜ୍ୟର ପରବର୍ତ୍ତୀ ପୁଲିସ ଡିଜି ହେବେ । ନିଯୁକ୍ତି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ଆଜି ତାଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବାପରେ ସେ ରାଜ୍ୟର ନୂଆ ପୁଲିସ ଡିଜି ହେବେ ବୋଲି ପ୍ରାୟତଃ ସ୍ପଷ୍ଟ ହୋଇଛି । ଏବେ ରାଜ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ଅସ୍ଥାୟୀ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି । କେନ୍ଦ୍ର କାର୍ମିକ

Read More »
ଅପରାଧ

ପଦୋନ୍ନତିର ପର ଦିନ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କୁ ଗୁରୁବାର ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ଭାବେ ଦିଆଯାଇଥିଲା ପଦୋନ୍ନତି। କିନ୍ତୁ ପଦୋନ୍ନତି ମିଳିବାର ପର ଦିନ ତାଙ୍କର ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ପ୍ରଭାସ କୁମାର ପ୍ରଧାନ ଅର୍ଜନ କରିଥିବା ସଂପତ୍ତି ଲୋକଲୋଚନକୁ ଆସିଛି। ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଭାସ କୁମାର ପ୍ରଧାନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୮୫ଟି

Read More »
ତାଜା ଖବର

ଇସ୍ରାଏଲକୁ ଏୟାର ଇଣ୍ଡିଆର ଉଡ଼ାଣ ବାତିଲ

ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉ ନାହିଁ । ଏହାର ପ୍ରଭାବ ଏବେ ଭାରତ ଉପରେ ପଡ଼ିଛି । ବର୍ତ୍ତମାନ ସ୍ଥିତିରେ ଏୟାର ଇଣ୍ଡିଆ ଇସ୍ରାଏଲକୁ ତାର ସମସ୍ତ ଉଡ଼ାଣକୁ ବାତିଲ କରିଦେଇଛି । ଆସନ୍ତା ଅଗଷ୍ଟ 8 ତାରିଖ ଯାଏ ତେଲ୍ ଏବିବ୍ କୁ ଯିବାକୁ ଥିବା ସମସ୍ତ ବିମାନ ଯାତ୍ରାକୁ ସ୍ଥଗିତ ରଖାଯାଇଥିବା ନେଇ କମ୍ପାନୀ ସୂଚନା ଦେଇଛି । ଏୟାର ଇଣ୍ଡିଆ କହିଛି ଯେ ଇସ୍ରାଏଲ୍ ସ୍ଥିତି

Read More »
କ୍ରୀଡା

ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ

ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇଛି। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ହରାଇବାର ସଫଳତା ପାଇଛି। ଭାରତ ୧୯୭୨ ଅଲିମ୍ପିକ୍ସରେ ଶେଷ ଥର ପାଇଁ ଅଷ୍ଟ୍ରେଲିଆକୁ ହକିରେ ହରାଇଥିଲା। ଭାରତ ଯେତେଥର ବି ଅଷ୍ଟ୍ରେଲିଆକୁ ଭେଟିଥିଲା ସବୁବେଳେ ପରାଜିତ ହୋଇଥିଲା କିନ୍ତୁ ଆଜି ହରମନପ୍ରୀତ ସିଂହଙ୍କ କ୍ୟାପ୍ଟେନସିପରେ ଭାରତୀୟ ହକି

Read More »