Live Odisha Tv

August 11, 2024

ତାଜା ଖବର

ଅଗଷ୍ଟ ୧୫, ସାଉଥ୍ ଏବଂ ବଲିଉଡ ଲଢେଇ

ଅଗଷ୍ଟ ୧୫ ମନୋରଞ୍ଜନ ଜଗତରେ ହେବାକୁ ଯାଉଛି ଘମାସାନ ଲଢେଇ । ଏହି ପ୍ରତିଯୋଗିତା ସାଉଥ୍ ଏବଂ ବଲିଉଡ ମଧ୍ୟରେ ହେବାକୁ ଯାଉଛି। ବଲିଉଡରେ ଏହି ଦିନ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ହରର୍-କମେଡି ଫିଲ୍ମ ‘ସ୍ତ୍ରୀ ୨’ ରିଲିଜ କରିବାକୁ ଘୋଷଣା କରିଛି। ସେହିପରି ଜନ୍ ଆବ୍ରାହମ୍‌ଙ୍କ ଆକ୍ସନ୍ ଫିଲ୍ମ ‘ବେଦା’ ମଧ୍ୟ ଅଗଷ୍ଟ ୧୫ରେ ରିଲିଜ୍ ହେବା ନେଇ ପକ୍କା ହୋଇଛି। ତେବେ ଅଗଷ୍ଟ ୧୫ରେ ରିଲଜ ହେବାକୁ ଥିଲା ‘ସିଙ୍ଘମ୍ ଏଗେନ୍’

Read More »
ତାଜା ଖବର

ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଆସନ୍ତା ଅଗଷ୍ଟ ୧୫ ତାରିଖରେ ଆସିବ ସୁଭଦ୍ରା ଯୋଜନା ଏସଓପି (SOP)। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ସୂଚନା ଦେଇଛନ୍ତି। ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ଏହାର ମୋଡାଲିଟି ଓ ଫର୍ମାଟ କଣ ରହିବ ସେ ବାବଦରେ ଜଣାପଡ଼ିବ । ତେଣୁ ମହିଳାଙ୍କୁ ଭ୍ରମିତ ନ ହେବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ସୂଚନା ଯୋଗ୍ୟ ସେପ୍ଟେମ୍ବର

Read More »
ତାଜା ଖବର

ଆଳୁ ପାଇଁ ମମତାଙ୍କ ସହିତ କଥାହେଲେ ମୋହନ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ୍‌ ଯୋଗେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କଥା ହୋଇଛନ୍ତି। ଆଳୁ ଯୋଗାଣ ସମସ୍ୟା ସ୍ୱଭାବିକ କରିବାକୁ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦିଲ୍ଲୀରେ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ ହୋଇଥିଲା। ମାତ୍ର କିଛିଦିନ

Read More »