Live Odisha Tv

August 13, 2024

କ୍ରୀଡା

ପାରା ଅଲିମ୍ପିଆନ ପ୍ରମୋଦ ଭଗତ ସସ୍‌ପେଣ୍ଡ

ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଲାଗିଲା ଶକ୍ତ ଧକ୍କା। ଡୋପ୍ ଟେଷ୍ଟରେ ଧରା ପଡ଼ି ୧୮ ମାସ ପାଇଁ ସସ୍‌ପେଣ୍ଡ ହେଲେ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ। ଅନ୍ତର୍ଜାତୀୟ ପାରା ଅଲିମ୍ପିଆନ୍ ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ସସପେଣ୍ଡ କରାଯାଇଛି। ଫଳରେ ଚଳିତବର୍ଷ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଆଉ ଭାଗ ନେଇପାରିବେନି ପ୍ରମୋଦ ଭଗତ।

Read More »
ତାଜା ଖବର

ଅଗଷ୍ଟ ୨୨ରେ ଦେଶରେ କଂଗ୍ରେସ କରିବ ଆନ୍ଦୋଳନ

ଆସନ୍ତା ଅଗଷ୍ଟ ୨୨ରେ ସମଗ୍ର ଦେଶରେ ଆନ୍ଦୋଳନ କରିବ କଂଗ୍ରେସ। ହିଣ୍ଡେନବର୍ଗ ରିପୋର୍ଟରେ ସେବି ମୁଖ୍ୟ ଓ ଆଦିନୀ ଗ୍ରୁପ ମଧ୍ୟରେ ମଧୁଛନ୍ଦ୍ରିକା ଥିବା କଥା ଦାବି କରାଯିବା ପରେ କଂଗ୍ରେସ ଏପରି ବିଶାଳ ଆନ୍ଦୋଳନର ଡାକରା ଦେଇଛି।ହିଣ୍ଡେନବର୍ଗ ପକ୍ଷରୁ ସେବି ମୁଖ୍ୟ ମାଧବୀ ବୁଚ୍‌ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଣାଯାଇଛି। ତେଣୁ ତାଙ୍କୁ ସରକାର ସେବି ମୁଖ୍ୟ ପଦରୁ ହଟାନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପୂର୍ବରୁ କଂଗ୍ରେସ ସେବି ମୁଖ୍ୟ ଓ ଆଦାନି ଗ୍ରୁପ ମଧ୍ୟରେ

Read More »
ଅପରାଧ

ଟ୍ରେନି ଡାକ୍ତରଙ୍କ ହତ୍ୟାର ତଦନ୍ତ କରିବ ସିବିଆଇ

ପୂରା ଦେଶକୁ ଦୋହଲାଇ ଦେଇଥିବା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ତଦନ୍ତ କରିବ ସିବିଆଇ। କଲିକତା ହାଇକୋର୍ଟ ଆଜି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ପୁଲିସ୍‌ ବର୍ତ୍ତମାନ ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସାରିଛି। ତଥାପି ଆଜି ହାଇକୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ତୁରନ୍ତ ସିବିଆଇକୁ ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ହାଇକୋର୍ଟ ପୁଲିସ୍‌କୁ କହିଛନ୍ତି। ଗୁରୁବାର ଆରଜି କର

Read More »
ଅପରାଧ

ଖୋଲିବ ନବ ଦାସ ହତ୍ୟା ମାମଲାର ଫାଇଲ

ପୁଣି ଥରେ ଖୋଲିବ ନବ ଦାସ ହତ୍ୟା ମାମଲା। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ୍ ରିଓପନ କରିବ ବିଜେପି ସରକାର। ଏ ନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ ମନ୍ତ୍ରୀ ଥିଲେ। ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲକା ଭାବେ ଗ୍ରହଣ କରାଯାଇ ପାରିବ

Read More »
ତାଜା ଖବର

୨୦୩୬ ସୁଦ୍ଧା ୧୫୨ କୋଟି ଛୁଇଁବ ଭାରତର ଜନସଂଖ୍ୟା

ଭାରତର ଜନସଂଖ୍ୟା ୨୦୩୬ ସୁଦ୍ଧା ୧୫୨.୨ କୋଟି ଛୁଇଁବ। ସେହିପରି ମହିଳାଙ୍କ ସଂଖ୍ୟା ୨୦୧୧ରେ ୪୮.୫% ଥିବା ବେଳେ ୨୦୩୬ ବେଳକୁ ଏହା ସାମାନ୍ୟ ବୃଦ୍ଧି ପାଇ ୪୮.୮%ରେ ପହଞ୍ଚିବ। ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ଏପରି ସୂଚନା ଦିଆଯାଇଛି। ‘Women and Men in India 2023’ ଶୀର୍ଷକ ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୧୧ ତୁଳନାରେ ୨୦୩୬ ସୁଦ୍ଧା ୧୫ ବର୍ଷରୁ କମ ବୟସ୍କଙ୍କ ସଂଖ୍ୟା ଅହେତୁକ ହ୍ରାସ ପାଇବ। ଜନ୍ମହାର ହ୍ରାସ

Read More »
ଅପରାଧ

ଦୁଷ୍କର୍ମ ଅଭିଯୋଗରେ ନବାବ ସିଂହ ଯାଦବ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ସମାଜବାଦୀ ପାର୍ଟି ନେତା ଗିରଫ ହୋଇଛନ୍ତି। ଉତ୍ତର ପ୍ରଦେଶ ପୁଲିସ ନବାବ ସିଂହ ଯାଦବଙ୍କୁ ଗିରଫ କରିଛି। ଜଣେ 15 ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ଦେଢ଼ଟା ସମୟରେ ଉତ୍ତର ପ୍ରଦେଶ ପୁଲିସ 112 ସହାୟତା ନଂରେ ଏକ କଲ୍ ପାଇଥିଲା। କଲରେ ଜଣେ ଝିଅ ତାଙ୍କୁ ଉଠାଇ ନେବା ସହ ଦୁର୍ବ୍ୟବହାର କରାଯାଉଥିବା କହିଥିଲେ। ଏହାପରେ ପୁଲିସ

Read More »
ଦେଶ ବିଦେଶ

ମିଲ୍କ୍ ମନ୍ତ୍ର ପରିଦର୍ଶନ କଲେ ଆମେରିକା କନ୍‌ସଲ୍ ଜେନ୍‌ରାଲ୍‌

ଭୁବନେଶ୍ୱର : ଆମେରିକା କନ୍‌ସଲ୍ ଜେନେରାଲ୍ ଜେନିଫର୍ ଲାର୍ସନ ତାଙ୍କ ଟିମ୍ ସହିତ ମିଲ୍କ୍ ମନ୍ତ୍ର ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି । ସେ ପ୍ରତିଷ୍ଠାତା ଶ୍ରୀକୁମାର ମିଶ୍ର ଏବଂ ସହପ୍ରତିଷ୍ଠାତା ରଶିମା ମିଶ୍ରଙ୍କୁ ଭେଟି ଓଡ଼ିଶାରେ ମିଲ୍କ୍ ମନ୍ତ୍ର ଆରମ୍ଭ କରିବାର ତାଙ୍କର ଅନନ୍ୟ ଉଦ୍ୟୋଗୀ ଯାତ୍ରା ବିଷୟରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ପୁରୀରେ ଏକ ନୂତନ ପ୍ଲାଣ୍ଟ୍ ନିର୍ମାଣ ପାଇଁ ମିଲ୍କ୍ ମନ୍ତ୍ର ୨୦୨୦ମସିହାରେ ୟୁଏସ୍ ଡେଭ୍‌ଲପ୍‌ମେଣ୍ଟ୍ ଫାଇନାନ୍ସ୍ କର୍ପୋରେସନ୍‌ରୁ ୧୦ମିଲିୟନ୍ ଡଲାର୍

Read More »