August 15, 2024

ଜୀବନଚର୍ଯ୍ୟା

ଲାଲ୍‌କିଲ୍ଲାରୁ ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ ୭୮ତମ ସ୍ବାଧୀନତା ଦିବସ ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶର ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଛାତ୍ରଛାତ୍ରୀମାନେ ଡାକ୍ତରୀ ପାଠ୍ୟକ୍ରମ ଅଧ୍ୟୟନ ପାଇଁ ବିଦେଶ ଯାଉଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଆମେ ମେଡିକାଲ ସିଟ୍ ସଂଖ୍ୟାକୁ ୧ ଲକ୍ଷକୁ ବୃଦ୍ଧି କରିଛୁ। ଛାତ୍ରଛାଚ୍ରୀମାନଙ୍କୁ ବିଭିନ୍ନ ଦେଶକୁ ଡାକ୍ତରୀ ପଢ଼ିବାକୁ ଯାଉଛନ୍ତି। ପ୍ରାୟ ୨୫ ହଜାର ଯୁବବର୍ଗ ଡାକ୍ତରୀ ଶିକ୍ଷା

Read More »
କ୍ରୀଡା

ନୂଆ ନାୟିକାକୁ ନେଇ ଚର୍ଚ୍ଚାରେ ହାର୍ଦ୍ଦିକ

ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ଷ୍ଟାର ହାର୍ଦ୍ଦିକ ପାଣ୍ଡ୍ୟା । ଡିଭର୍ସକୁ ନେଇ ଯେତିକି ଚର୍ଚ୍ଚାରେ ଥିଲେ ଏବେ ସେତିକି ନୂଆ ନାୟିକାକୁ ନେଇ ଚର୍ଚ୍ଚାରେ । କ୍ରିକେଟ ଟିମରେ ଅଲରାଉଣ୍ଡ ଭାବେ ପରିଚିତ । ନିକଟରେ ତାଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ସେ ଆଉ ଜଣଙ୍କ ପ୍ରେମରେ ପଡ଼ିଯାଇଥିବା ନେଇ ଚର୍ଚ୍ଚା ହେଉଛି । ବ୍ରିଟିଶର ଜଣେ ଗାୟିକାଙ୍କ ପ୍ରେମରେ ପାଣ୍ତ୍ୟା ପଡ଼ିଯାଇଥିବା ଶୁଣିବାକୁ ମିଳିଛି। ସୋସିଆଲ ମିଡିଆରେ ଭାଇରାଲ

Read More »
ଜୀବନଚର୍ଯ୍ୟା

ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି

ଋତୁସ୍ରାବ ହେଲେ କର୍ମଜୀବୀ ମହିଳା ପାଇବେ ଦିନେ ଛୁଟି। ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଏହି ସୁବିଧା। ସମଗ୍ର ରାଜ୍ୟରେ ଲାଗୁ ହେବ ଏହି ନିୟମ। ସାରା ଦେଶ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ

Read More »