Live Odisha Tv

August 17, 2024

ତାଜା ଖବର

ଆଜି ଡାକ୍ତରଙ୍କ ଧର୍ମଘଟ ଜରୁରୀକାଳୀନ ସେବା ବନ୍ଦ

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ଦେଶବ୍ୟାପୀ ସ୍ୱାସ୍ଥ୍ୟ ସେବା ୨୪ ଘଣ୍ଟିଆ ବନ୍ଦ ରହିବ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଘୋଷଣା କରିଛି । ଆଇଏମଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଅଗଷ୍ଟ ୧୭ ସକାଳ ୬ଟାରୁ ୧୮ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ମଡର୍ଣ୍ଣ ମେଡିସିନର ଡାକ୍ତରମାନେ ସେମାନଙ୍କ ସେବା ପ୍ରଦାନ କରିବେ ନାହିଁ। ଡାକ୍ତରଙ୍କ ଧର୍ମଘଟ

Read More »
ତାଜା ଖବର

ବରୀରେ ଭୁଷୁଡୁଛି ବିଜେଡ଼ିର ଦୁର୍ଗ

ବିଜେଡି ମଙ୍ଗୁଆଳଙ୍କ ଜିଲ୍ଲା ଯାଜପୁରରେ ବିଜେଡି ସ୍ଥିତି ଏବେ ଗଡ଼ବଡ଼। ଗତ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ ୪ଟି ବିଧାନସଭା ଆସନରେ ପରାଜୟ ଲଭିବା ପରେ ବିଜେପି ଶକ୍ତିବୃଦ୍ଧି ଆରମ୍ଭ କରିଛି। ତୃଣମୂଳସ୍ତରରୁ ସଂଗଠନ ହାତମୁଠାକୁ ନେବାକୁ ରଣନୀତି ପ୍ରସ୍ତୁତ କରିଛି। ଧର୍ମଶାଳା ବ୍ଲକ୍‌ର ଏକାଧିକ ସମିତିସଭ୍ୟ, ସରପଞ୍ଚ ବିଜେଡି ଛାଡ଼ି ବିଜେପି ହାତ ଧରିବାର ଦିନ କେଇଟା ପରେ ବିଜେଡି ବିଧାୟକ ଜିତିଥିବା ବରୀ ବ୍ଲକ୍‌ରେ ସମାନ ସ୍ଥିତି ଉପୁଜିଛି। ବରୀ ବ୍ଲକ୍‌ ଅଧ୍ୟକ୍ଷ ଅଶୋକ

Read More »