Live Odisha Tv

August 19, 2024

ଅପରାଧ

ବିରୋଧୀଙ୍କ ଟାର୍ଗେଟରେ ମମତା ସରକାର

କୋଲକାତା: କୋଲକାତାରେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ସରକାର ଏବେ ଦେଶବାସୀଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି । ମମତା ବାନାର୍ଜୀଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରାଯାଉଛି । କିଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରୁଛି ତ କିଏ ମମତାଙ୍କ ଇସ୍ତଫା ଦାବି କରିଛନ୍ତି । ରାଜନେତାଠାରୁ ଆରମ୍ଭ କରି ଅଭିନେତା, କ୍ରୀଡ଼ା ଜଗତର ବ୍ୟକ୍ତି ବିଶେଷମାନେ ମମତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଖୋଦ ତୃଣମୂଳ କଂଗ୍ରେସର

Read More »
ତାଜା ଖବର

ସଦସ୍ୟତା ଅଭିଯାନ ଆରମ୍ଭ କରିବ ବିଜେପି

ଭୁବନେଶ୍ୱର: ରାଜ୍ୟରେ ସଦସ୍ୟ ସଂଗ୍ରହ କରିବା ଭାରତୀୟ ଜନତା ପାର୍ଟି । ଏଥିପାଇଁ କର୍ମଶାଳାର ଆୟୋଜନ କରାଯିବ । ସଦସ୍ୟତା ଅଭିଯାନ ପାଇଁ ପ୍ରଥମେ ଜିଲ୍ଲା ସ୍ତରରେ ଏବଂ ପରେ ମଣ୍ଡଳ ସ୍ତରରେ କର୍ମଶାଳା ଆୟୋଜନ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ସୂଚନା ଦେଇଛନ୍ତି । ବିଜେପି ସଭାପତି ମନ ମୋହନ ସାମଲ ସୂଚନା ମୁତାବକ ସଦସ୍ୟତା ଅଭିଯାନ ଆରମ୍ଭ କରିବ । ଏଥିପାଇଁ ଆସନ୍ତାକାଲି ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ

Read More »
ତାଜା ଖବର

ପୁଣି ଥରେ ହେବ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ନୂତନ ସରକାର ଆସିବା ପରଠାରୁ ଅନେକ କିଛି ପରିବର୍ତ୍ତନ ହୋଇଛି । କାହିଁ କେବେଠାରୁ ଚାଲି ଆସୁଥିବା ସମସ୍ତ ପରମ୍ପରାକୁ ଗତ ସରକାର ବନ୍ଦ କରିଥିବା ବେଳେ ବିଜେପି ସରକାର ପୁନଃ କାର୍ଯ୍ୟକ୍ଷମ କରିଛି । ଶ୍ରୀମନ୍ଦିର ଚାରି ଦ୍ୱାର ଫିଟାଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଖୋଲିବା ଯାଏଁ ବଡ଼ ବଡ଼ ନିଷ୍ପତି ନେଇଛନ୍ତି ମୋହନ ମାଝୀ ସରକାର । ଏହାରି ମଧ୍ୟରେ ରାଜ୍ୟରେ ଗଲା ୭ ବର୍ଷ ହେବ ବନ୍ଦ ରହିଥିବା

Read More »
ଦେଶ ବିଦେଶ

କିଟ୍‍ର ୬ ଇଞ୍ଜିନୟରିଂ ପାଠ୍ୟକ୍ରମକୁ ଆବେଟ୍‍ ସ୍ୱୀକୃତି

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୬ଟି ଇଞ୍ଜିନୟିରିଂ ପାଠ୍ୟକ୍ରମକୁ ୬ବର୍ଷ ପାଇଁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେସନ୍‍ ବୋର୍ଡ ଫର୍‍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‍)ର ସ୍ୱୀକୃତି ମିଳିଛି । ଗୋଟିଏ ବିଶ୍ୱବିଦ୍ୟାଳୟର ୬ଟି ପାଠ୍ୟକ୍ରମକୁ ଆବେଟ ମାନ୍ୟତା ମିଳିବାରେ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ହେଉଛି କିଟ୍‍ । ଆବେଟ୍‍ ସ୍ୱୀକୃତି ହେଉଛି ଇଂଜିନିୟରିଂ ଓ ଇଂଜିନିୟରିଂ ଟେକ୍ନୋଲୋଜି ଶିକ୍ଷାକୁ ସ୍ୱୀକୃତି ପ୍ରଦାନ କରୁଥିବା ବିଶ୍ୱର ପ୍ରମୁଖ ଅନୁଷ୍ଠାନ । ଏହା ଇଂଜିନିୟରିଂ ଶିକ୍ଷା ପାଇଁ ‘ଗୋଲ୍‍ଡ୍‍ ଷ୍ଟାଣ୍ଡାର୍ଡ

Read More »
ଦେଶ ବିଦେଶ

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ

ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୧ତମ ଛାୟା ଜାତିସଂଘ ଉଦ୍‍ଘାଟିତ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଛାୟା ଜାତିସଂଘକୁ ଉଦ୍‍ଘାଟନ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଛାୟା ଜାତିସଂଘ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯେଉଁଠି ଛାତ୍ରଛାତ୍ରୀମାନେ ଅନ୍ୟମାନଙ୍କ ସହ କିପରି ବାର୍ତ୍ତାଳାପ, ଆଲୋଚନା କରିବାକୁ ହେବ ଶିଖିବା ସହ ଯୁକ୍ତି ଉପସ୍ଥାପନ ଶୈଳୀ, ନିଜର ଚିନ୍ତାଧାର ପରିପ୍ରକାଶ, ବିଭିନ୍ନ ସମସ୍ୟା ସମାଧାନ କରିବାର ପାରଦର୍ଶିତା ଏବଂ ନେତୃତ୍ୱ ନେବାର ଦକ୍ଷତା ଆଦି

Read More »
ରାଜ୍ୟ

କିଟ୍‍ ଓ କିସରେ ସ୍ୱାଧୀନତା ଦିବସ ପାଳିତ

କିଟ୍‍, କିସ୍‍, କିମ୍‍ସ, କିଟ୍‍ ପବ୍ଲିକ୍‍ ସ୍କୁଲ୍‍ ଓ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଗୁରୁବାର ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କିସ୍‍ର ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ସାମନ୍ତ କହିଲେ, ସମାଜର ବିକାଶରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ବିଶେଷ କରି ଗୁଣାତ୍ମକ ଶିକ୍ଷା ଜରିଆରେ ସମାଜର ଦୁର୍ବଳ ବର୍ଗ ତଥା ଜନଜାତି ଛାତ୍ରଛାତ୍ରୀଙ୍କ

Read More »