Live Odisha Tv

August 21, 2024

ତାଜା ଖବର

ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ

ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଆଜି ବିଧିବଦ୍ଧ ଭାବେ ଭରିଲେ ନାମାଙ୍କନ। ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମମତା ମହାନ୍ତ । ତେବେ ଏହାର ଘଣ୍ଟାକ ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ | ଭୁବନେଶ୍ୱର ମଧ୍ୟ ଆସନରୁ ପ୍ରାର୍ଥୀ ଥିଲେ ଜଗନ୍ନାଥ | ତେବେ ସେ ଚଳିତ ନିର୍ବାଚନରେ ହାରିଯାଇଥିଲେ | ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ

Read More »
ତାଜା ଖବର

ନରେନ୍ଦ୍ର ମୋଦୀଙ୍କୁ ରାକେଶ ଟିକାଏତଙ୍କ ଧମକ

ନୂଆଦିଲ୍ଲୀ: ଭାରତ କିଷା‌ନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଏତଙ୍କ ଏକ ବିବାଦୀୟ ମନ୍ତବ୍ୟ ଏବେ ସାମ୍ନାକୁ ଆସିଛି। ଯାହା ଦେଶର ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ସେ ସିଧା ସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଭରା ଚେତାବନୀ ଦେଇଛନ୍ତି। ଟିକାଏତ କହିଛନ୍ତି ଯେ ଯଦି ମୋଦୀ ସରକାର ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି ତେବେ ବାଂଲାଦେଶ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଏକ ଟିଭି ଚ୍ୟାନେଲରେ ଦେଇଥିବା ଏକ ସାକ୍ଷାତକାରରେ ଟିକାଏତ କହିଥିଲେ, ଆମେ

Read More »
ତାଜା ଖବର

କ୍ୟାଟ୍ରିନାଙ୍କ ଗୀତରେ ନାଚି‌ଲେ ମନୁ ଭାକର

ନୂଆଦିଲ୍ଲୀ : ଭାରତର ତାରକା ମହିଳା ସୁଟର ମନୁ ଭାକର ପ୍ୟାରିସ୍ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତି ଦେଶକୁ ଫେରିଛନ୍ତି। ଏହାପରେ ତାଙ୍କୁ ଭେଟିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ତାଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ନିକଟରେ ମନୁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଲୋକେ ବାରମ୍ବାର ଦେଖିବା ସହିତ ନିଜନିଜ ଆକାଉଣ୍ଟରେ ସେୟାର କରୁଛନ୍ତି। ମନୁ ଚେନ୍ନାଇର ଭେଲାମଲ୍ ନେକ୍ସସ୍ ସ୍କୁଲରେ ପହଞ୍ଚିଥିଲେ। ଏଠାରେ ମନୁଙ୍କ ସମ୍ମାନାର୍ଥେ

Read More »
ଦେଶ ବିଦେଶ

୮୦ କୋଟିରୁ ଊର୍ଦ୍ଧ୍ୱ ଦର୍ଶକ ଦେଖିଲେ କିସ୍‍ ଓ ରିକି କେଜଙ୍କ ପ୍ରସ୍ତୁତ ଜାତୀୟ ସଙ୍ଗୀତ ଗାନ

ଭୁବନେଶ୍ୱର : ନିକଟରେ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା କିସ୍‍ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଙ୍ଗୀତଜ୍ଞ, ପରିବେଶବିତ୍‍ ତଥା ତିନି ଥର ସମ୍ମାନଜନକ ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‍ଙ୍କ ପ୍ରସ୍ତୁତ ଜାତୀୟ ସଙ୍ଗୀତ ଗାନକୁ ବିଭିନ୍ନ ଗଣମାଧ୍ୟମରେ ବିଶ୍ୱର ୮୦ କୋଟିରୁ ଊର୍ଦ୍ଧ୍ୱ ଦର୍ଶକ ଦେଖିଛନ୍ତି। ଏଥିରେ ଦିଗ୍‍ଗଜ ବଂଶୀ ବାଦକ ହରି ପ୍ରସାଦ ଚୌରାସିଆ, ବିଶିଷ୍ଟ ସରୋଦ ବାଦକ ଅମନ୍‍ ଓ ଆୟାନ ଅଲ୍ଲୀ ଖାନ୍‍, ବିଶିଷ୍ଟ ସନ୍ତୁର ବାଦକ ରାହୁଳ ଶର୍ମାଙ୍କ ଭଳି

Read More »