Live Odisha Tv

October 12, 2024

ତାଜା ଖବର

୬ ଶହ କୋଟି ଟପିଲା ଶାରଦୀୟ ପୂଜା ବଜେଟ୍

ଲକ୍ଷେ କି କୋଟିଏ ନୁହେଁ, ମା’ ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ସତେ ଯେମିତି ଲାଗୁଛି କଟକ-ଭୁବନେଶ୍ୱରରେ ଚାଲିଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ପ୍ରତିଯୋଗିତା। ଜାଣି ଆଶ୍ଚର୍ଯ୍ୟ ହେବେ, ଉଭୟ ସହରରେ ଏବର୍ଷ ୬ ଶହ କୋଟି ଟପିଛି ଶାରଦୀୟ ପୂଜା ବଜେଟ୍। ତେବେ କାହିଁକି, ବ୍ୟୟବହୁଳ ହେଉଛି ଶାରଦୀୟ ଦୁର୍ଗାପୂଜା। ଆକର୍ଷଣୀୟ ପୂଜା ସହ ବଢ଼ି ଚାଲୁଛି ବଜେଟ। ପ୍ରତିବର୍ଷ ବୃଦ୍ଧି ପାଉଥିବା କଳେବର

Read More »
ତାଜା ଖବର

ନୋଏଲ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ:  ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ । ନୋଏଲଙ୍କୁ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।ସ୍ୱର୍ଗତ ରତନ ଟାଟାଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ ତାଙ୍କୁ ଦିଆଯାଇଛି। ସ୍ୱର୍ଗତ ରତନ ଟାଟାଙ୍କ ଦେହାନ୍ତ ପରେ ଏହି ଦାୟିତ୍ ନୋଏଲ୍ ଟାଟାଙ୍କୁ ଦିଆଯାଇଛି। 1991 ରେ ଯେତେବେଳେ ରତନ ଟାଟାଙ୍କୁ ଟାଟା ଗ୍ରୁପର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା, ସେତେବେଳେ ସେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ହୋଇଥିଲେ । ବର୍ତ୍ତମାନ ଟାଟା

Read More »