ହସ୍ପିଟାଲରେ ହାସ୍ୟ ଅଭିନେତା ଟିକୁ ତଲସାନିଆ
ମୁମ୍ବାଇ : ଟେଲିଭିଜନ୍ ଏବଂ ବଲିଉଡ୍ ଦୁନିଆର ନାମୀଦାମୀ କଳାକାର ତଥା ବରିଷ୍ଠ ହାସ୍ୟ ଅଭିନେତା ଟିକୁ ତଲସାନିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କୁ ହୃଦ ଘାତ ଆସିଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡ଼ିଛି । ୭୦ ବର୍ଷୀୟ ଟିକୁ ତଲସାନିଆ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି