March 20, 2025

ଅପରାଧ

ଗିରଫ ହେଲେ ୟୁଟ୍ୟୁବର ତପି ମିଶ୍ର

ଭୁବନେଶ୍ୱର : ଗିରଫ ହେଲେ ୟୁଟ୍ୟୁବର ସରୋଜ ମିଶ୍ର ଓରଫ୍ ତପି ମିଶ୍ର। ସବୁବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିଲେ। ଏନେଇ ଅଭିଯୋଗ ହେବାରୁ ଇନ୍‌ଫୋସିଟି ଥାନା ପୋଲିସ ତପିଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ୨୦୨୩ ମସିହାରେ ଲେଖିକା ବନସ୍ମିତା ପତିଙ୍କ ଓଡ଼ିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ତପି ମିଶ୍ର ଅନେକ ଦିନ ହେବ ବିବାଦରେ ଫସିରହିଥିଲେ । ଏହି ଘଟଣାରେ ପ୍ରମାଣପତ୍ର ସହିତ

Read More »
ତାଜା ଖବର

ଭାରତର ଧନୀ ଓ ଗରିବ ବିଧାୟକ

ଦେଶର ସବୁଠାରୁ ଧନୀ ବିଧାୟକଙ୍କ ସମ୍ପର୍କରେ ଆପଣ ଜାଣିଛନ୍ତି କି? ସମ୍ଭବତଃ ଅଧିକାଂଶ ଲୋକ ଏହାର ଉତ୍ତର ନା କହି ପାରନ୍ତି। ଆଜି ଆମେ ଦେଶର ସବୁଠାରୁ ଧନୀ ବିଧାୟକଙ୍କ ନାଁ ଓ ତାଙ୍କ ସମ୍ପତ୍ତି ସମ୍ପର୍କରେ ଆପଣକୁ କହିବୁ। ଦେଶର ସବୁଠାରୁ ଧନୀ ବିଧାୟକ ବିଜେପି ପାଖରେ ରହିଛନ୍ତି। ସେ ହେଉଛନ୍ତି ବିଜେପି ନେତା ପରାଗ ଶାହ। ମୁମ୍ବାଇର ଘାଟକୋପରାରୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚିତ ହୋଇଥିବା ପରାଗ ଶାହଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୪୦୦ କୋଟି।

Read More »