Live Odisha Tv

May 20, 2025

ଜୀବନଚର୍ଯ୍ୟା

ବିଶ୍ୱ ପାଳନ କଲା ୧୨ତମ ଆର୍ଟ ଅଫ୍‍ ଗିଭିଂ ଦିବସ

ଭୁବନେଶ୍ୱର : ସମଗ୍ର ବିଶ୍ୱରେ ପାଳିତ ହୋଇଛି ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ । ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ୩୫ଟି ସହର, ଭାରତର ବିଭିନ୍ନ ସହର ସହ ବିଶ୍ୱର ପ୍ରାୟ ୧୨୦ଟି ଦେଶର ୩୫୦ଟି ସ୍ଥାନରେ ୧୨ତମ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଛି । ଭାରତର ୨୯ଟି ରାଜ୍ୟ, ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୩୫ଶହ ସ୍ଥାନରେ ଏବଂ ୨ଶହ ସହର ସମେତ ଓଡ଼ିଶାର ୩୦ଟି ଜିଲ୍ଲା, ୩୫ଟି ପ୍ରମୁଖ ସହର,

Read More »
ଦେଶ ବିଦେଶ

କର୍ଣ୍ଣ-ନାସା-ଗଳା ଅସ୍ତ୍ରୋପଚାର ପାଇଁ କିମସରେ ଅତ୍ୟାଧୁନିକ ମେସିନ୍‍

ଭୁବନେଶ୍ୱର : କର୍ଣ୍ଣ-ନାସା-ଗଳା ଓ କର୍କଟ ରୋଗର ଉନ୍ନତ ଅସ୍ତ୍ରୋପଚାର ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍‍ସ)ରେ ଏକ ଅତ୍ୟାଧୁନିକ ସିଓଟୁ ( CO2) ମେସିନ୍‍ ଉଦ୍‍ଘାଟିତ ହୋଇଯାଇଛି । କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ମେସିନ୍‍କୁ ଉଦ୍‍ଘାଟନ କରି କହିଛନ୍ତି । ଏହା କର୍ଣ୍ଣ-ନାସା-ଗଳା ଓ କର୍କଟ ରୋଗର ଉନ୍ନତ ଅସ୍ତ୍ରୋପଚାର କ୍ଷେତ୍ରରେ ଏହା ଏକ ମାଇଲ୍‍ ଖୁଣ୍ଟ ହେବ। ଏହା ଦ୍ୱାରା ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଲୋକମାନେ

Read More »
କ୍ରୀଡା

ପାକିସ୍ତାନକୁ ଏକଘରକିଆ କରିବ ବିସିସିଆଇ !

ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଦୀର୍ଘ ସମୟଧରି ଦୁଇ ଦେଶ ମଧ୍ୟରେ ଥିବା କ୍ରିକେଟ ସମ୍ପର୍କରେ ପଡ଼ିବା ସ୍ପଷ୍ଟ ହୋଇଛି। ଦୀର୍ଘ ବର୍ଷ ହେଲାଣି ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇ ପାକ୍ଷିକ ସିରିଜ ହେଉନାହିଁ। ଦୁଇ ଦେଶ କେବଳ ଏସିଆ କିମ୍ବା ଆଇସିସି ତରଫରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟୁଛନ୍ତି। କିନ୍ତୁ ପହଲଗାମ ନରସଂହାର ଓ ଭାରତର ଅପରେସନ୍ଦ ସିନ୍ଦୂର ପରେ ପାକିସ୍ତାନ ସହ ସୃଷ୍ଟି ହୋଇଥିବା

Read More »
ତାଜା ଖବର

ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତର ଉତ୍ଥାନ

ବିଶ୍ୱ ଅର୍ଥବ୍ୟବସ୍ଥା ଏକ ‘ଅନିଶ୍ଚିତ ମୁହୂର୍ତ୍ତ’ ମଧ୍ୟ ଦେଇ ଗତି କରୁଥିବା ବେଳେ ଭାରତ ଏକ ବିରଳ ଉଜ୍ଜ୍ୱଳ ସ୍ଥାନ ଭାବରେ ଉଭା ହୋଇଛି ବୋଲି ଜାତିସଂଘ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ‘ବିଶ୍ୱ ଆର୍ଥିକ ସ୍ଥିତି ଏବଂ ସମ୍ଭାବନା’ ଉପରେ ଜାତିସଂଘର ସଦ୍ୟତମ ବାର୍ଷିକ ରିପୋର୍ଟରେ ଭାରତକୁ ୬.୩ ଜିଡିପି ବିକାଶ ହାର ସହିତ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାର ମାନ୍ୟତା ଦିଆଯାଇଛି। ଆନୁମାନିକ ୬.୪ ପ୍ରତିଶତ ଅଭିବୃଦ୍ଧି ହାର ସହିତ ବିକାଶର ଏହି ଗତି ୨୦୨୬

Read More »
ଅପରାଧ

ଜ୍ୟୋତିଙ୍କ ସହ ସଂପର୍କରୁ ଫସିଗଲେ ପ୍ରିୟଙ୍କା

ଅକଳରେ ପୁରୀ ଝିଅ ପ୍ରିୟଙ୍କା ସେନାପତି। ସୋଶାଲ ମିଡିଆରେ ଘୂରି ବୁଲୁଛି ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କ ସହିତ ତାଙ୍କର ପୁଳା ପୁଳା ଫଟୋ ଓ ଭିଡିଓ। କେତେବେଳେ ପୁରୀ ତ କେତେବେଳେ କଶ୍ମୀର। କେଉଁଠି ପହଲଗାମ୍‌ରେ ତ କେଉଁଠି ଲାଲଚୌକରେ। ଖାଲି ସେତିକି ନୁହେଁ, ୩ ମାସ ତଳେ ପାକିସ୍ତାନର କରତାରପୁର କରିଡର ବି ଯାଇଥିଲେ ପ୍ରିୟଙ୍କା। ତେଣୁ ଏବେ ଗୁଇନ୍ଦା ସ୍କାନରରେ ପୁରୀର ଏହି ୟୁଟ୍ୟୁବର। ପାକିସ୍ତାନ ପାଇଁ

Read More »
କ୍ରୀଡା

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ ଫାଇନାଲ

ଆଇପିଏଲ ୨୦୨୫ର ଫାଇନାଲ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତ-ପାକିସ୍ତାନ ବିବାଦ ଯୋଗୁ ଆଇପିଏଲ ପ୍ରାୟ ୧୦ ଦିନ ବନ୍ଦ ରହିଥିଲା। ଶନିବାର ଠାରୁ ବଳକା ମ୍ୟାଚ୍‌ଗୁଡ଼ିକ ଘୋଷଣା ହୋଇଥିବା ଭେନ୍ୟୁରେ ଖେଳା ଯାଉଛି। କିନ୍ତୁ ପ୍ଲେ ଅଫ ଓ ଫାଇନାଲ କେଉଁଠି ଖେଳାଯିବ, ସେକଥା ଘୋଷଣା ହୋଇନଥିଲା। ଏବେ କିନ୍ତୁ ବିସିସିଆଇ ଜୁନ ୩ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ଫାଇନାଲ ନରେନ୍ଦ୍ର ମୋଦି ଷ୍ଟାଡିୟମ ଖେଳାଯିବ ବୋଲି ଘୋଷଣା କରିଛି। ଆଇପିଏଲ ଫାଇନାଲ

Read More »