୫୧ ତମ ରାଜ୍ୟପାଳ ଏବଂ ଉପ ରାଜ୍ୟପାଳ ସମ୍ମିଳନୀ

SHARE NOW :
ଲାଇଭ ଓଡିଶା ବ୍ୟୁରୋ : ରାଷ୍ଟ୍ରପତି ଭବନରେ ପାଳିତ ହୋଇଛ ୫୧ ତମ ରାଜ୍ୟପାଳ ଏବଂ ଉପରାଜ୍ୟପାଳ ସମ୍ମିଳନୀ ।ଏହି ଅବସରରେ ଲେଫଟନାଣ୍ଟ ଗଭର୍ନର ଙ୍କ ସମେତ ରାଷ୍ଟ୍ରପତି ଉପରାଷ୍ଟ୍ରପତି , ପ୍ରଧାନ ମନ୍ତ୍ରୀ , ଅମିତ ଶାହା ଉପସ୍ଥିତ ରହିଛନ୍ତି । ଏବଂ ରାଜ୍ୟର ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ତିତ ରହି ଦେଶର ବିଭାନ୍ନ ସମସ୍ୟା ଉପରେ ଆଲୋଚଲା କରିଛନ୍ତି ।ଏହି ସମ୍ମିଳନୀରେ ରାଷ୍ଟ୍ରପତି ରାଜ୍ୟପାଳ ଏବଂ ଲେଫ୍ଟନାଣ୍ଟ ଗଭର୍ନର ମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଦେଶର ବିଭିନ୍ନ କ୍ଷେତ୍ରରେ କିପରି ସମସ୍ତ ସମସ୍ୟାକୁ ସମାଧାନ କରି ବିକାଶ ଆଡକୁ ଅଗ୍ରସର ହେଉଛି । ଏଥିସହ କରୋନା କୁ ମୁକାବଲା କରିବା ପାଇଁ ଯେଉଁଭଳି ଭାବରେ ଦେଶର ବିଭିନ୍ନ ପଦାଧିକାରିମାନେ ଏବଂ କରୋନା ଯୋଦ୍ଧାମାନେ ନିଜକୁ ଦେଶ ସେବାରେ ନିୟୋଜିତ କରିଛନ୍ତି ସେ ବିଷୟରେ ଆଲୋଚନା କରାଯାଇଥିଲା ।