ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ

SHARE NOW :
ନୂଆଦିଲ୍ଲୀ,୨୬.୯(ଲାଇଭ୍ ଓଡିଶା ନ୍ୟୁଜ୍): ଚଳିତ ମାଶରେ ବାକି ରହିଯାଇଛି କି କିଛି ବ୍ୟାଙ୍କ କାମ ତେବେ ଶୀଘ୍ର ତୁଟାନ୍ତୁ କାରଣ ମାସର ପ୍ରାୟ ୨୧ ଦିନ ଦେଶରେ ବନ୍ଦ ରହିବ ବ୍ୟାଙ୍କ । ଦଶହରା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ରହିବ ବୋଲି । ଏନେଇ ଆରବିଆଇ ପକ୍ଷରୁ ବ୍ୟାଙ୍କ ସୂଚୀ ଜାରି କରାଯାଇଛି । ୨୧ ଦିନିଆ ତାଲିକାରେ ସାପ୍ତାହିକ ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାର, ଦଶହରା, ମହାଳୟା, ଆଦି ଛୁଟି ସାମିଲ ରହିଛି ବୋଲି ଆରବିଆଇ ହଲିଡେ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।
ତେବେ ଚଳିତ ମାସ ବାକି ରହିଯାଇଥିବା ଆପଣଙ୍କ ସମସ୍ତ ବ୍ୟାଙ୍କ କାମ ସେପ୍ଟେମ୍ବର ୩୦ ଭିତରେ ତୁଟାନ୍ତୁ ।