FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଜୁଲାଇ ଶେଷ ସପ୍ତାହରେ ମିଳିପାରେ ଛୋଟ ପିଲାଙ୍କୁ ଟିକା

ଜୁଲାଇ ଶେଷ ସପ୍ତାହରେ ମିଳିପାରେ ଛୋଟ ପିଲାଙ୍କୁ ଟିକା

ଜୁଲାଇ ଶେଷ ସପ୍ତାହରେ ମିଳିପାରେ ଛୋଟ ପିଲାଙ୍କୁ ଟିକା
SHARE NOW :

ଦିଲ୍ଲୀ(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଦେଶରେ  ଜୋରଦାର ଚାଲିଛି ଚିକାକରଣ ପକ୍ରିୟା  । ୧୮ରୁ ୪୪ ବର୍ଷ ବୟସ୍କ ହୁଅନ୍ତୁ ଅବା ୪୫ ରୁ ଉର୍ଦ୍ଧ୍ୱ  । ପ୍ରତିଦିନ ବ୍ୟାପକ ଭାବେ ଟିକାକରଣ ପକ୍ରିୟା ଆଗେଇଥିବାବେଳେ ଆଗକୁ ଛୋଟ ପିଲାଙ୍କୁ ଟିକା ଦେବା ନେଇ ବିଚାର ବିମର୍ଶ କରୁଛନ୍ତି ଭାରତ ସରକାର  ।  ଜୁଲାଇ ଶେଷ ସପ୍ତାହରେ ୧୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଟିକା  ।

ଜାଇଡସ କାଡିଲା ଟିକା ପରୀକ୍ଷଣ ବର୍ତ୍ତମାନ ଜାରି ରହିଛି  ।  ସେପଟେ ବିଳମ୍ବରେ ଆସିପାରେ କରୋନାର ତୃତୀୟ ଲହର  ।  ଆସନ୍ତା ୬ରୁ ୮ ମାସରେ ଭିତରେ ଟିକାକରଣ ବ୍ୟାପକ କରିବାକୁ ପଡିବ  । ଯେତିକି ପ୍ରତିଶତ ଟିକାକରଣ ପ୍ରତିଦିନ  ଚାଲିଛି  । ତାହାକୁ ବ୍ୟାପକ କରିବାକୁ ପଡ଼ିବ ବୋଲି କହିଛନ୍ତି କୋଭିଡ ଓ୍ବାର୍କିଂ ଗ୍ରୁପ ଅଧ୍ୟକ୍ଷ   ।  ପ୍ରତିଦିନ ଏକ କୋଟି ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରହିଛି ବୋଲି କୋଭିଡ ଓ୍ବାର୍କିଂ ଗ୍ରୁପ ଅଧ୍ୟକ୍ଷ ଏନ କେ ଆରୋରା ସୂଚନା ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *

Related Posts