FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଉଗାଣ୍ଡାରେ ବିସ୍ଫୋରଣ,ଅଳ୍ପକେ ବର୍ତ୍ତିଲେ ଓଡିଆ ଖେଳାଳି

ଉଗାଣ୍ଡାରେ ବିସ୍ଫୋରଣ,ଅଳ୍ପକେ ବର୍ତ୍ତିଲେ ଓଡିଆ ଖେଳାଳି

ଉଗାଣ୍ଡାରେ ବିସ୍ଫୋରଣ,ଅଳ୍ପକେ ବର୍ତ୍ତିଲେ ଓଡିଆ ଖେଳାଳି
SHARE NOW :

(ଲାଇଭ ଓଡିଶା ବ୍ୟୁରୋ);ଉଗାଣ୍ଡାରେ ବିସ୍ଫୋରଣ ଅଳ୍ପକେ ବର୍ତ୍ତିଲେ ଖେଳାଳି । । ରାଜଧାନୀ କମ୍ପାଲାରେ ଘଟିଛି ଏଭଳି ଘଟଣା । ଏହି ବିସ୍ଫୋପଣ ସମୟରେ ହୋଟେଲରେ ଉପସ୍ଥିତ ଥଲେ ଭାରତୀୟ ପାରା ବ୍ୟାଡମିନଟମ ଖେଳାଳି । ଏଥି ମଧ୍ୟରେ ରହିଥିଲେ ପାରା ଅଲିମ୍ପିଆନ ପ୍ରମୋଦ ଭଗତ । ନିର୍ଦ୍ଧିଷ୍ଟ ସଂଗଠନ ଏହି ବିସ୍ଫୋରଣ ଘଟାଇଥିବା ସୂଚନା । ସବୁଠାରୁ ବଡ଼ କଥା ହେଉଛି, ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଥିବା ଏକ ହୋଟେଲରେ ଥିଲେ ଓଡ଼ିଆ ଖେଳାଳି । ଏହି ବିସ୍ଫୋରଣ ପଛରେ ଉଗ୍ରବାଦୀ ସଂଗଠନ ଏଡ଼ିଏଫର ହାତ ରହିଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ତିନି ଜଣ ପୋଲିସ କର୍ମୀ ପ୍ରାଣ ହରାଇଥିବାବେଲେ ୨୦ରୁ ଅଧିକ ଲୋକ ବର୍ତ୍ତମାନ ଗୁରୁତ୍ତର ଆହାତ ହୋଇଛନ୍ତି । ଉଗାଣ୍ଡା ପୋଲିସ ପ୍ରସାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି ।
ସୂଚନା ମୁତାବକ ଦୁଇ ଜଣ ଯୁବକ ବାଇକରେ ଆସି ବିସ୍ଫୋରଣ ଘଟାଇଛନ୍ତି । ଏହି ବିସ୍ଫୋରଣରେ ବହୁତ କ୍ଷୟକ୍ଷତି ଘଟିଛି । ଘଟଣାସ୍ଥଳରେ ହିଁ ୩ ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି । ଏଭଳି ବିସ୍ଫୋରଣର ପ୍ରକୃତ କାରଣ ଏବବ୍ସତୟତା ପାଇଁ ଛାନଭିନ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Related Posts