FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବିୟର ଗ୍ରିଲ୍ସଙ୍କ ସହ ଷ୍ଟଣ୍ଟ୍ କରିବେ ଭିକ୍କି କୌଶଲ

ବିୟର ଗ୍ରିଲ୍ସଙ୍କ ସହ ଷ୍ଟଣ୍ଟ୍ କରିବେ ଭିକ୍କି କୌଶଲ

ବିୟର ଗ୍ରିଲ୍ସଙ୍କ ସହ ଷ୍ଟଣ୍ଟ୍ କରିବେ ଭିକ୍କି କୌଶଲ
SHARE NOW :

ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ବିୟର ଗ୍ରିଲ୍ସଙ୍କ ସୋରେ ନଜର ଆସିବେ ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲ । ନିଜର ଚମତ୍କାର ଅଭିନୟରେ ସେ ସମସ୍ତଙ୍କ ମନ କିଣି ନେଇଥିବା ବେଳେ ଏବେ ରିୟଲ ଲାଇଫରେ ଆକ୍ସନ କରି ଦର୍ଶକଙ୍କ ମନ ଜିତିବେ । ବିୟର ଗ୍ରିଲ୍ସ୍‌ଙ୍କ ସହ ପ୍ରକୃତରେ ଷ୍ଟଣ୍ଟ୍ କରିବେ । ଭିକ୍କି ବିୟର ଗ୍ରିଲ୍ସଙ୍କ ସହ ଶୋ’ ‘ଇନ ଟୁ ଦ ୱାଲଡ’ରେ ନଜର ଆସିବେ । ଏହାକୁ ନେଇ ଭିକ୍କି ଏକ ପୋଷ୍ଟର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଭିକ୍କିଙ୍କ ସ୍ପେଶାଲ ଏପିସୋଡର ପ୍ରିମୟର ୧୨ ନଭେମ୍ବରକୁ ଡିସକଭରି ପ୍ଲସରେ ଦେଖାଯିବ । ଫ୍ୟାନ୍ସ ଭିକ୍କି ଓ ବିୟରଙ୍କୁ ଏକାଠି ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts