- Home
- »
- Breaking News
- »
- ବାହୁବଳୀଙ୍କ ଫାନ୍ସଙ୍କ ପାଇଁ ଖୁସୀଖବର, ସରିଲା ଆଦିପୁରୁଷ ସୁଟିଂ
ବାହୁବଳୀଙ୍କ ଫାନ୍ସଙ୍କ ପାଇଁ ଖୁସୀଖବର, ସରିଲା ଆଦିପୁରୁଷ ସୁଟିଂ

SHARE NOW :
(ଲାଇଭ ଓଡିଶା ବ୍ୟୁରୋ): ଶେଷ ହେଲା ପ୍ରଭାସଙ୍କ ବହୁଚର୍ଚ୍ଚିତ ଫିଲ୍ମ ଆଦିପୁରୁଷ ଫିଲ୍ମର ସୁଟିଂ । ଫିଲ୍ମର ନିର୍ଦ୍ଦେଶକ ଏହାର ଘୋଷଣା କରିଥିବା ବେଳେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଆସନ୍ତା ବର୍ଷର ଅଗଷ୍ଟ ୨୨ରେ ଏହି ଫିଲ୍ମଟି ରିଲିଜ ହେବାର ଯୋଜନା ଅଛି । ଫିଲ୍ମରେ ପ୍ରଭାସ ଭଗବାନ ଶ୍ରୀରାମ, କ୍ରିତି ଦେବୀ ସୀତା ଏବଂ ସୈଫ ରାବଣଙ୍କ ଭୂମିକା କରୁଛନ୍ତି । ୪୦୦ କୋଟି ବ୍ୟୟବହୂଳ ବଜେଟରେ ନିର୍ମିତ ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଓ କନ୍ନଡରେ ଏକା ସମୟରେ ରିଲିଜ ହେବ ।