FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପ୍ରେମିକ କରିବା ପାଇଁ ମହିଳା ଖର୍ଚ୍ଚ କରନ୍ତି ଅଜସ୍ର ପଇସା

ପ୍ରେମିକ କରିବା ପାଇଁ ମହିଳା ଖର୍ଚ୍ଚ କରନ୍ତି ଅଜସ୍ର ପଇସା

ପ୍ରେମିକ କରିବା ପାଇଁ ମହିଳା ଖର୍ଚ୍ଚ କରନ୍ତି ଅଜସ୍ର ପଇସା
SHARE NOW :

(ଲାଇଭ ଓଡିଶା ବ୍ୟୁରୋ): ପ୍ରେମିକାର ସହର ଡୋଙ୍ଗଗୁଆନ୍ । ଏମିତ ଏକ ସହର ଯେଉଁଠାରେ କୌଣସି ବ୍ୟକ୍ତି ଅବିବାହିତ ରୁହନ୍ତି ନାହିଁ । ଏମିତିକି ଏଠାରେ ଗୋଟିଏ ନୁହେଁ ପ୍ରତ୍ୟେକ ପୁରୁଷଙ୍କର ତିନି ତିନୋଟିରୁ ଅଧିକା ପ୍ରେମିକା ଥାଏ । ଆଜିକାଲି ଆମ ସମାଜରେ ପ୍ରେମର ଧାରା ବଦଳିଯାଇଛି । ପ୍ରେମ କେବଳ ଗୋଟିଏ ବାହାନା ହୋଇଯାଇଥିବା ବେଳେ ଆଜିର ସମୟରେ ପ୍ରେମୀଯୁଗଳଙ୍କର ପ୍ରାଥମିକତା ଓ ମହତ୍ୱାକାଂକ୍ଷା ଭିନ୍ନ ହୋଇଯାଇଛି । ତେଣୁ ଆଜିର ସମାଜରେ ସଚ୍ଚୋଟ ପ୍ରେମ ମିଳିବା ନିହାତି କଷ୍ଟକର । କିନ୍ତୁ ଚାଇନାର ଡୋଙ୍ଗଗୁଆନ୍ ସହରର ପରମ୍ପରା ଟିକେ ଭିନ୍ନ । ଏହି ସହରରେ ରହୁଥିବା ପ୍ରାୟ ସମସ୍ତଙ୍କର ଏଳରୁ ଅଧିକ ପ୍ରେମିକା ଅଛନ୍ତି । କହିବାକୁ ଗଲେ ଜଣଙ୍କର ତିନିରୁ ଅଧିକ ପ୍ରେମିକା ମଧ୍ୟ ଅଛନ୍ତି । ଏକ ରିପୋର୍ଟ ଅନୁସାରେ ଏହି ସହରରେ ଗୋଟିଏ ଗର୍ଲଫ୍ରେଣ୍ଡ ଥିବା ଲୋକ ବହୁତ ଲଜ୍ଜିତ ଅନୁଭବ କରିଥାନ୍ତି । ଏହାର ଏକ ବଡ କାରଣ ହେଉଛି ଏଠାରେ ପୁରୁଷଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଅଧିକ । ସହରରେ ପ୍ରତି ୧୦୦ମହିଳାରେ ୮୯ପୁରୁଷ ଅଛନ୍ତି । ଜନସଂଖ୍ୟାର ଏପରି ଅସମାନତା ଯୋଗୁ ପୁରୁଷମାନେ ସହଜରେ ପ୍ରେମିକା ପାଇଯାଆନ୍ତି କିନ୍ତୁ ମହିଳାମାନେ (ନୀଳାଚଳ ବ୍ୟୁରୋ/ଲାଇଭ ଓଡିଶା ବ୍ୟୁରୋ): ପ୍ରେମିକାର ସହର ଡୋଙ୍ଗଗୁଆନ୍ । ଏମିତ ଏକ ସହର ଯେଉଁଠାରେ କୌଣସି ବ୍ୟକ୍ତି ଅବିବାହିତ ରୁହନ୍ତି ନାହିଁ । ଏମିତିକି ଏଠାରେ ଗୋଟିଏ ନୁହେଁ ପ୍ରତ୍ୟେକ ପୁରୁଷଙ୍କର ତିନି ତିନୋଟିରୁ ଅଧିକା ପ୍ରେମିକା ଥାଏ । ଆଜିକାଲି ଆମ ସମାଜପ୍ରେମିକ ପାଇବା କଷ୍ଟକର ହୋଇପଡିଥାଏ । ସେଥିପାଇଁ ସେଠାରେ କୁହନ୍ତି ଏଠି ଚାକିରି ପାଇବା କଷ୍ଟ କିନ୍ତୁ ପ୍ରେମିକା ପାଇବା ଭାରି ସହଜ । ଏହି ବିଷୟକୁ ନେଇ ସେଠାରେ ଏକ କାରଖାନାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଲି ବିନ୍ କହିଛନ୍ତି ଯେ ତାଙ୍କର ୩ଜଣ ପ୍ରେମିକା ଅଛନ୍ତି । ଏବଂ ଏହି ତିନିଜଣ ପରସ୍ପର ବିଷୟରେ ସବୁକିଛି ଜାଣନ୍ତି । ଏହଛଡା ତାଙ୍କ ବ୍ୟତୀତ ଅନ୍ୟ ଲୋକ ମାନଙ୍କ ପାଖରେ ମଧ୍ୟ ଏକରୁ ଅଧିକ ପ୍ରେମିକା ଅଛନ୍ତି । ଏହି ସହରର ମହିଳା ମାନଙ୍କ ବିଷୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ସହରରେ ପୁରୁଷ ମାନଙ୍କ ସଂଖ୍ୟା କମ ଥିବାବେଳେ ମହିଳମାନେ ପ୍ରେମିକ କରିବା ପାଇଁ ପୁରୁଷଙ୍କ ପଛରେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥାଆନ୍ତି ।

Leave a Reply

Your email address will not be published. Required fields are marked *

Related Posts