ଆଂଶିକ କୋହଳ ହେଲା ଲକ୍ଡାଉନ୍ କଟକଣା

SHARE NOW :
ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍):: ରାଜ୍ୟରେ ଲକ୍ଡାଉନ୍ କଟକଣା ଆଂଶିକ କୋହଳ ହୋଇଥିବା ସୂଚନା ମିଳିଛି। ସଂକ୍ରମଣ କମିଥିବା ୧୭ ଜିଲ୍ଲାରେ ସକାଳ ୭ରୁ ସନ୍ଧ୍ୟା ୫ଟା ଯାଏ କୋହଳ ହୋଇଥିବା ବେଳେ ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ଯାଏ କୋହଳ ହୋଇଥିବା ସୂଚନା।