FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆନନ୍ଦପୁର ଉପଖଣ୍ଡ ମେଡିକାଲ ପରିସରରେ ଧାରଣା

ଆନନ୍ଦପୁର ଉପଖଣ୍ଡ ମେଡିକାଲ ପରିସରରେ ଧାରଣା

ଆନନ୍ଦପୁର ଉପଖଣ୍ଡ ମେଡିକାଲ ପରିସରରେ ଧାରଣା
SHARE NOW :


କେନ୍ଦୁଝର ( ଲାଇଭ୍ ଓଡିଶା ) : ଆନନ୍ଦପୁର ମେଡିକାଲ ପରିସରରେ ମା ମଙ୍ଗଳା କ୍ଲବର ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ଧାରଣା । ମେଡିକାଲରେ ଡାକ୍ତର ଅଭାବ ଥିବା ଯୋଗୁ ବିଭିନ୍ନ ସମସ୍ୟାକୁ ସାମ୍ନା କରୁଛନ୍ତି ହଜାର ହଜାର ରୋଗୀ । ସମସ୍ୟା ର ସମାଧାନ ନିମନ୍ତେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଫଳ ମିଳୁନଥିବା ଅଭିଯୋଗ ହୋଇଛିା ତେବେ ବାଧ୍ୟ ହୋଇ ସ୍ଥାନୀୟ କ୍ଲବର ବୁଦ୍ଧିଜୀବୀ ମେଡିକାଲ ପରିସରରେ ଧାରଣାରେ ବସିଛନ୍ତି । ସୂଚନା ଅନୁସାରେ ଆନନ୍ଦପୁର ମେଡିକାଲ ଉପରେ କେନ୍ଦୁଝର ଜିଲ୍ଲା ସମେତ ଯାଜପୁର ଓ ଭଦ୍ରକ ଜିଲ୍ଲାର ଅନେକ ଲୋକ ନିର୍ଭର କରିଥାନ୍ତି । କିନ୍ତୁଉପଯୁକ୍ତ ଡାକ୍ତର ଙ୍କ ଅଭାଵ ଯୋଗୁ ଏହି ମେଡିକାଲ ଟି ରେଫରାଲ ମେଡିକାଲ ରେ ପରିଣତ ହୋଇଛି । ଡାକ୍ତର ଙ୍କ ଅଭାବ ପୂରଣ କରାଯିବା ସହ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇର୍ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts