FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଏମ୍ ରାମପୁର, ନର୍ଲା, କର୍ଲାମୁଣ୍ଡା ବ୍ଲକ ର ମିଳିତ ରେ ଆଜି ଶାନ୍ତି ପୂର୍ଣ୍ଣ ଭାବେ ଏମ୍ ରାମପୁର କୁ…

ଏମ୍ ରାମପୁର, ନର୍ଲା, କର୍ଲାମୁଣ୍ଡା ବ୍ଲକ ର ମିଳିତ ରେ ଆଜି ଶାନ୍ତି ପୂର୍ଣ୍ଣ ଭାବେ ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ ରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଏମ୍ ରାମପୁର, ନର୍ଲା, କର୍ଲାମୁଣ୍ଡା ବ୍ଲକ ର ମିଳିତ ରେ ଆଜି ଶାନ୍ତି ପୂର୍ଣ୍ଣ ଭାବେ ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ ରେ ୧୨ ଘଣ୍ଟିଆ ବନ୍ଦ ପାଳନ
SHARE NOW :

କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): ଦୀର୍ଘ ୪୦ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ନେଇ ବିଭିନ୍ନ ଅନୁଷ୍ଠାନ ମାନ ବାରମ୍ବାର ଗଣଧାରଣା ଦାବି ପତ୍ର ସହ ଆନ୍ଦୋଳନ କରିଆସୁଛନ୍ତି। ତଥାପି ସରକାର କର୍ଣ୍ଣପାତ କରିନଥିବା ନେଇ ଆଜି ରାଜସ୍ୱ ଉପଖଣ୍ଡ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ତଥା ଓକିଲ ସଂଘ ସଭାପତି ଜୟକୁମାର ସିଂହଦେଓ , କମିଟି ର ସମ୍ପାଦକ ଜତିନ କୁମାର ସାହୁ ଙ୍କ ନେତୃତ୍ବରେ ଶାନ୍ତି ପୂର୍ଣ୍ଣ ଭାବେ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଆଜି ସକାଳ ୬ ଟା ସମୟରୁ ସନ୍ଧ୍ୟା ୬ ଟା ପର‌୍ୟ୍ୟନ୍ତ ବନ୍ଦ ପାଳନ କରାଯାଇଛି। ଏଥିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଜିଲ୍ଲା ପରିଷଦ ସଦସ୍ୟ ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ବ୍ଲକ ଅଧ୍ୟକ୍ଷ ଜିବେଶ କୁମାର ପଣ୍ଡା, ଆଦିବାସୀ ନେତା ପ୍ରକାଶ ମାଝୀ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ବାଗ, ବରିଷ୍ଠ ଆଇନଜୀବି ସପନ କୁମାର ପଟ୍ଟନାୟକ, ବିଜେପି ନେତା ପଦ୍ମ ଲୋଚନ ମିଶ୍ର, ସିପିଆଇ ଏମ୍ ନେତା ଭାରତ ଚାଟାର୍ଜୀ,ଜାଗରଣ ମଞ୍ଚ ସଭାପତି ଚମରା ବଗର୍ତ୍ତି, ବ୍ଲକ କଂଗ୍ରେସ କମିଟି ସଭାପତି ରୁଦ୍ର ପ୍ରତାପ ସିଂହ, ଆଦିବାସୀ ନେତା ଧରସିଂ ମାଝୀ, ବଣିକ ସଂଘ, ଡ୍ରାଇଭର ସଂଘ,ମାରାଓ୍ବାଡି ଯୁଵମଞ୍ଚ, ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Related Posts