FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କେଶରୀ କୁଣ୍ଡ ବୁଲି ଦେଖିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

କେଶରୀ କୁଣ୍ଡ ବୁଲି ଦେଖିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

କେଶରୀ କୁଣ୍ଡ ବୁଲି ଦେଖିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ
SHARE NOW :

କେନ୍ଦୁଝର(ଦୀପକ କୁମାର ନାୟକ/ଲାଇଭ୍ ଓଡିଶା ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅଧୀନ ସରେଇ ସ୍ଥିତ ପର୍ଯ୍ୟଟନ ସ୍ଥଳୀ କେଶରୀ କୁଣ୍ଡ ବୁଲି ଦେଖୁଛନ୍ତି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ l ଏହି ଅବସରରେ ମନ୍ତ୍ରୀ ପର୍ଯ୍ୟଟନ ବିଭାଗ ର କରାଯାଇଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ l

ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ନାଏକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ l ଉକ୍ତ ପର୍ଯ୍ୟଟନ ସ୍ଥଳୀର କିପରି ଅଧିକ ବିକାଶ ହୋଇପାରିବ ସେ ବିଷୟରେ ପର୍ଯ୍ୟଟନ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *

Related Posts