FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଗଡଜାତ ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିରରୁ ଚୋରୀ ଘଟଣାରେ ଧରାପଡିଲେ ଅଭିଯୁକ୍ତ

ଗଡଜାତ ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିରରୁ ଚୋରୀ ଘଟଣାରେ ଧରାପଡିଲେ ଅଭିଯୁକ୍ତ

ଗଡଜାତ ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିରରୁ ଚୋରୀ ଘଟଣାରେ ଧରାପଡିଲେ ଅଭିଯୁକ୍ତ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଗଡଜାତର ଇଷ୍ଟେବୀ ମାଁ ସୁରେଶ୍ବରୀଙ୍କ ମନ୍ଦିରରୁ ଚୋରୀ ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ସୋନପୁର ପୋଲିସ । ଗତ ୩୦ ତାରିଖ ବିଳମ୍ବିତ ରାତିରେ ମନ୍ଦିର ମୁଖ୍ୟ ଫାଟକର ତାଲା ଭାଙ୍ଗି ମାଁଙ୍କ ରୂପା ମୁକୁଟ ଓ ଦୁଇଟି ଛତ୍ର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ସୋନପୁର ପୋଲିସ ତନା ଘନା କରିବା ସହ ଅ।ଜି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ଦ୍ବୟ ସୋନପୁର ସହରର ମହାଦେବ ଥପା ଓ ଶୁଶାନ୍ତ ବେହେରା । ତା ସହ ତାଙ୍କଠାରୁ ୧୨୦ ଗ୍ରାମର ରୂପା ବିସ୍କୁଟକୁ ମଧ୍ୟ ଜବତ କରିଛି ପୋଲିସ । ତେବେ ଘଟଣାରେ ଅ।ଉ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୁଚନା ଦିଅ।ଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ସୋନପୁର ଏସଡିପିଓ ।

Leave a Reply

Your email address will not be published. Required fields are marked *

Related Posts