FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଚମ୍ପୁଆ ତହସିଲ ପକ୍ଷରୁ ଚିପ୍ସ ବୋଝେଇ ଟ୍ରାକଟର ଜବତ

ଚମ୍ପୁଆ ତହସିଲ ପକ୍ଷରୁ ଚିପ୍ସ ବୋଝେଇ ଟ୍ରାକଟର ଜବତ

ଚମ୍ପୁଆ ତହସିଲ ପକ୍ଷରୁ ଚିପ୍ସ ବୋଝେଇ ଟ୍ରାକଟର ଜବତ
SHARE NOW :

କେନ୍ଦୁଝର(ଦୀପକ କୁମାର ନାୟକ/ଲାଇଭ ଓଡିଶା ନ୍ୟୁଜ): ରାଜ୍ୟରେ ବଢିଚାଲିଛି ଚୋରା ବ୍ୟବସାୟୀ ମାନଙ୍କର ପ୍ରାଦୁର୍ଭାବ । କେନ୍ଦୁଝର ଜିଲ୍ଲା, ଚମ୍ପୁଆ ତହସିଲ ପକ୍ଷରୁ ଏକ ଚିପ୍ସ ବୋଝେଇ ଟ୍ରାକଟର ଜବତ କରାଯାଇଛି । ଟ୍ରାକଟଟିରେ ଚୋରା ଚିପ୍ସ ଚାଲାଣ କରାଯାଉଥିବା ବେଳେ, ଖବର ପାଇ ଚମ୍ପୁଆ ତହସିଲ ପକ୍ଷରୁ ଚଡଉ କରାଯାଇଥିଲା ।

ଏଥିରେ, ଚମ୍ପୁଆ ତହସିଲଦାର ଡ଼ଃ ସାଇସସ୍ମିତା ହୋତା, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାଏକ,ଜ. ଓ ସୁଧାକର ସେଠି ଏହି ଚଢ଼ାଉରେ ଉପସ୍ଥିତ ରହି ଗାଡିକୁ ଜବତ କରି ୭ହଜାର ଟଙ୍କା ରାଜସ୍ବ ଆଦାୟ କରିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *

Related Posts