ବିଜେପି ମଣ୍ଡଳ ତରଫରୁ ବିରାଟ ଶୋଭାଯାତ୍ରା

SHARE NOW :
ସୁବର୍ଣ୍ଣପୁର ଜିଲ୍ଲା (ଲାଇଭ୍ ଓଡିଶା) : ମମିତା ମେହେରଙ୍କୁ ନ୍ୟାୟପ୍ରଦାନ ଦାବିରେ ରାସ୍ତାକୁ ଓହ୍ଲାଇଲେ ବିଜେପି ମଣ୍ଡଳର କର୍ମକର୍ତ୍ତା । ଡୁଙ୍ଗୁରିପାଲି ବ୍ଳକ ରାମପୁର ବିଜେପି ମଣ୍ଡଳ ତରଫରୁ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା । ବିଜେପି କର୍ମକର୍ତ୍ତାମାନେ ମହମ ବତି ଜଳାଇ ମମିତା ମେହେର ଙ୍କୁ ନ୍ୟାୟ ପାଇଁ ନାରାବାଜି ଦେବା ସହ ଥାନାରେ ଦାବି ପତ୍ର ପ୍ରଦାନ କରିଥିଲେ କ୍ଷ ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି କ୍ଷ ଗୋବିନ୍ଦ ସାହୁକୁ ଫାଶି ଦିଆଯିବା ଏବଂ ଦିବ୍ୟଶଙ୍କରଙ୍କ ଇସ୍ତଫା ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ସିବିଆଇ ଯାଞ୍ଚର ଦାବି କରିଥିଲେ । କ୍ଷ ଏହା ବ୍ୟତୀତ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରି ଙ୍କୁ ମଧ୍ୟ ସିବିଆଇ ପରିସରଭୁକ୍ତ କରିବା ପାଇଁ ଦାବି କରିଥିବା ଜଣାପଡିଛି କ୍ଷ ବିଜେଡି ସରକାର ସବୁବେଳେ ନକ୍ଷର ଙ୍କୁ ସମ୍ମାନ ଦେଇ ଆସୁଥିବା ପରେ ମଧ୍ୟ କକ୍ଷହିକି ଏପରି ଅମାନବୀୟ ଘଟଣା ଘଟୁଛି ତାହା କୁ ନେଇ ବିଜେପି କର୍ମକର୍ତ୍ତା ମାନେ ନିନ୍ଦା ପ୍ରକାଶ କରିଛନ୍ତି ।