FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପଣ୍ଡିତ ଦୈତାରି ମହାପାତ୍ର ଙ୍କ ୩ଟି ପୁସ୍ତକ ଉନ୍ମୋଚନ

ପଣ୍ଡିତ ଦୈତାରି ମହାପାତ୍ର ଙ୍କ ୩ଟି ପୁସ୍ତକ ଉନ୍ମୋଚନ

ପଣ୍ଡିତ ଦୈତାରି ମହାପାତ୍ର ଙ୍କ ୩ଟି ପୁସ୍ତକ ଉନ୍ମୋଚନ
SHARE NOW :


ଝାରସୁଗୁଡା (ଲାଇଭ ଓଡିଶା ନ୍ୟୁଜ) :ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କ କାର୍ଯ୍ୟାଳାୟରରେ ପଣ୍ଡିତ ଦୈତାରି ମହାପାତ୍ର ଙ୍କ ୩ଟି ପୁସ୍ତକ ଉନ୍ମୋଚନ କରାଯାଇଛି । ପ୍ରଥମ ପୁସ୍ତକ “ ବନ୍ଦେଉତ୍କଳ ଜନନୀ ର ଉଦ୍‌ଗାଦା କାନ୍ତକବି ଲକ୍ଷ୍ମୀ କାନ୍ତ ମହାପାତ୍ର “ ଏବଂ “ ଆମ ଦେଶର ଗୌରବ ” ସ୍କୁସ୍ତକର ଦ୍ୱିତୀୟ ଓ ତୃତୀୟ ଭାଗ ଉନ୍ମୋଚନ କରାଯାଇଛି । ଏହି ପୁସ୍ତକ ଗୁଡିକୁ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ଦାଶ ଉନ୍ମୋଚନ କରିଛନ୍ତି । ରାଜ୍ୟପାଳ ଙ୍କ ସମ୍ବଦ୍ଧନା ପ୍ରାପ୍ତ ସାହିତ୍ୟିକ ପଣ୍ଡିତ ଦୈତାରୀ ମହାପାତ୍ର ଆଜି କୁ ଦୁଇ ହଜାର ତେର ଟି ପୁସ୍ତକ ରଚନା କରିସାରିଲେଣି । ଏହି ପରିପେକ୍ଷୀରେ ରାଜ୍ୟପାଳ ଙ୍କ ଠାରୁ ସମ୍ବଦ୍ଧନା ପାଇବା ପରେ ଶ୍ରୀଯୁକ୍ତ ମହାପାତ୍ର ଅନେକ ଖୁସି ଅନୁଭବ କରିଛନ୍ତି । ଉକ୍ତ ସଭାରେ ଶ୍ରୀ ମହାପାତ୍ର ଭବିଷ୍ୟତରେ ନିଜ ଲକ୍ଷ୍ୟ ବିଷୟରେ ମଧ୍ୟ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts