ଜଙ୍ଗଲ ରେ ମୃତ ଦେହ ଠାବ

SHARE NOW :
ସୁନ୍ଦରଗଡ଼(ଲାଇଭ ଓଡିଶା ନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କାଳିଆହୁଡ଼ି ଜଙ୍ଗଲ ରୁ ମୃତ ଦେହ ଠାବ । ମୃତକ ଜଣକ ଧନୀଜାମ୍ ଗ୍ରାମର ରବି ସେଠି ବୋଲି ଜଣାପଡିଛି । ଗତକାଲି ଜଙ୍ଗଲ ରୁ ମିଳିଥିବା ଏକ ମୃତ ଦେହ ସମ୍ପର୍କରେ ଖବର ପାଇ ପୋଲିସ ରାତିସାରା ତଦନ୍ତ ଜାରି ରଖିଥିଲା । ଏବଂ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ପରେ ପୋଲିସ ୩ଜଣ ଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି କ୍ଷ ଘଟଣା ସ୍ଥଳରେ ସାଇନଟିଫିକ୍ ଟିମ ପହଁଞ୍ଚିଛି ।ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପହଁଚି ଅଧିକ ଛାନଭିନ କରୁଛନ୍ତି ।