FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ମହିଳାଙ୍କ ମୃତଦେହ ଉଦ୍ଧାର

ମହିଳାଙ୍କ ମୃତଦେହ ଉଦ୍ଧାର

ମହିଳାଙ୍କ ମୃତଦେହ ଉଦ୍ଧାର
SHARE NOW :

କେନ୍ଦୁଝର,୨୨.୯( ଲାଇଭ୍ ଓଡିଶା ନ୍ୟୁଜ୍‌/ ଦିଗାମ୍ବର ବେହେରା) ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡା ମୁଣ୍ଡାସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛ । ଟାଟା କମ୍ପାନୀ ଖଣ୍ଡବନ୍ଧ ଟ୍ରକ ପାର୍କିଙ୍ଗ ଠାରୁ ମାତ୍ର ୫ଶହ ମିଟର ଦୂର ଜଙ୍ଗଲରେ ଏକ ଗଛ ଡାଳରେ ମହିଳା ଙ୍କ ଝୁଲନ୍ତା ମଉତ ଦେହ ଦେଥିବାକୁ ମିଳିଥିଲା । ମୃତ ମହିଳା ଜଣଙ୍କ ହେଲେ ସିଲ ଯୋଡା ବେଲ ସାହିର ମାଳତୀ କାସେର (୪୦ ) ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଶରିରଟିକୁ ଉଦ୍ଧାର କରିଥିଲା ।

ସୁଚନା ମୁତାବକ ଗତ ରବିବାରଠାରୁ ସେ ଘରୁ ବାହାରି ଯାଇଥିବାବେଳେ ଆଉ ଫେରି ନଥିଲେ । ବହୁ ଖୋଜା ଖୋଜି କରିବାପରେ ତାଙ୍କର ପତ୍ତା ମିଳିନଥିଲା । ତେବେ ତାଙ୍କୁ କେହି ଦୁଷ୍କର୍ମପରେ ହତ୍ୟାକରି ଆତ୍ମହତ୍ୟାର ଋପଦେବାକୁ ଚେଷ୍ଟା କରିଥିବା ଲୋକେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts