- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ରାଜ୍ୟରେ ୨୨୮୨ ସୁରକ୍ଷାକର୍ମୀଙ୍କୁ ମିଳିଲା ଆର୍ନ୍ତିକ ସୁରକ୍ଷା ସେବା ପଦକ
ରାଜ୍ୟରେ ୨୨୮୨ ସୁରକ୍ଷାକର୍ମୀଙ୍କୁ ମିଳିଲା ଆର୍ନ୍ତିକ ସୁରକ୍ଷା ସେବା ପଦକ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ସାଧାରଣ ଜନତା ମାନଙ୍କୁ ସୁରକ୍ଷା ଦେଉଥିବା ସୈନ୍ୟମାନଙ୍କୁ ମିଳିଲା ଆର୍ନ୍ତିକ ସୁରକ୍ଷା ସେବା ପଦକ । ଓଡିଶାର ୨୨୮୨ ଜଣଙ୍କୁ ଏହା ସମ୍ନାନଜନକ ପଦକ ପ୍ରଦାନ କରାଯାଇଛି । ନକ୍ସଲ ପ୍ରବଣ ଅଞ୍ଚଳରେ କାମ କରୁଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏହି ଆର୍ନ୍ତିକ ସୁରକ୍ଷା ସେବା ପଦକ ପ୍ରଦାନ କରାଯାଇଛି । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।
Very happy to approve Antarik Suraksha Padak for 2282 Odisha Police Personnel today .This medal is instituted by MHA for operational duty of 2 years in LWE affected areas . Authority to gran medal is delegated to state https://t.co/o5b5nVkVK2 congrats to each of medal awardee.
— DGP, Odisha (@DGPOdisha) October 18, 2021
ନକ୍ସଲ ଅଧ୍ୟୁଷିତ ଇଲାକାରେ ୨ବର୍ଷରୁ ଅଧିକ ଦିନ ଅପରେସନରେ ସାମିଲ ପୋଲିସ ମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ ପ୍ରଦାନ କରାଯାଇଥାଏ । ରାଜ୍ୟଗୁଡ଼ିକର ପୋଲିସ ଡିଜିମାନଙ୍କୁ ଏହି ପଦକ ପ୍ରଦାନ କରାଯିବାର କ୍ଷମତା ଦିଆଯାଇଛି ।