FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଡିସେମ୍ବରରେ ଶୀତ ଅଧିବେଶନ

ଡିସେମ୍ବରରେ ଶୀତ ଅଧିବେଶନ

ଡିସେମ୍ବରରେ ଶୀତ ଅଧିବେଶନ
SHARE NOW :

(ଭୁବନେଶ୍ୱର)ଲାଇଭଓଡିଶା ବ୍ୟୁରୋ:ବିଧାନସଭାରେ ଆରମ୍ଭ ହେବାକୁ ଯାଉଛି ଶୀତକାଳିନ ଅଧିବେସନ । ସେପ୍ଟେମ୍ବର ୧ରୁ ଆରମ୍ଭହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୩୧ ତାରଖ ପର‌୍ୟ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ । ଚଳିତ ଅଧିବେସନରେ ମୋଟ ୩୧ଟି ଦିବସ ଥିବାବେଳେ ସେଥି ମଧ୍ୟରୁ ୫ଦିନ ଛୁଟି ରହିଛି । ସେହିପରି ମୋଟ ୨୬ ଦିନ ବିଧାନଲସଭା ଜାରି ରହିବ ।ଏନେଇ ଆଜି ବିଧାନସଭା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ସମ୍ପୂର୍ଣ୍ଣ ଶୀତ ଅଧିବେଶନର ସମ୍ପର୍କରେ ସୂଚନା ଦିଆଯାଇଛି । ସମୁଦାୟ ୫ଟି ଛୁଟି ଦିନ ମଧ୍ୟରେ ରହିଛି ୪ଟି ରବିବାର ଏବଂ ଅନ୍ୟଟି ବଡଦିନ ଛୁଟି।ଆସନ୍ତା ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବା ନେଇ ଆଶା ରହିଛି ।

Leave a Reply

Your email address will not be published. Required fields are marked *

Related Posts