FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କୋକସରାରେ ଭାଲୁ ଆତଙ୍କ, ଲୋକେ ଭୟଭୀତ

କୋକସରାରେ ଭାଲୁ ଆତଙ୍କ, ଲୋକେ ଭୟଭୀତ

କୋକସରାରେ ଭାଲୁ ଆତଙ୍କ, ଲୋକେ ଭୟଭୀତ
SHARE NOW :


କଳାହାଣ୍ଡି (ଲାଇଭ ଓଡିଶା ନ୍ୟୁଜ୍‌) : କୋକସରା ବ୍ଲକ ଅନ୍ତର୍ଗତ ଲଡୁଗା ରେ ଭାଲୁ ଆତଙ୍କ । ଗାଁରେ ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି।ସୂଚନା ଅନୁସାରେ ଗୋଟିଏ ବଡ଼ ଓ ଦୁଇଟି ଛୋଟ ଛୁଆ ଭାଲୁ ବିଳମ୍ବିତ ରାତିରେ ଗାଁ ରେ ବୁଲିବା ପରେ ନିକଟସ୍ଥ ପାହାଡ଼ କୁ ଚାଲିଯାଇଛନ୍ତି।ଜଙ୍ଗଳୀ ଜୀବଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି।ଭାଲୁ ନିକଟସ୍ଥ ସାହାଜଖୋଲ ଜଙ୍ଗଲରୁ ଆସିଥିଵା ଅନୁମାନ କରାଯାଉଛି।ତେବେ ଭାଲୁ କୁ ଦେଖି ଲଡୁଗା ବାସୀ ଆତଙ୍କିତ ହୋଇପଡିଛନ୍ତି। ଏହା ସହ ଜଙ୍ଗଲ ବିଭାଗ ଦୃଷ୍ଟି ଦେଵାକୁ ଲଡୁଗା ଅଞ୍ଚଳଵାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Related Posts