FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କଳାହାଣ୍ଡି: ନିଖୋଜ ଅଧକ୍ଷା ଘଟଣାକୁ ନେଇ ବିଜେପି ପକ୍ଷରୁ ଧାରଣା

କଳାହାଣ୍ଡି: ନିଖୋଜ ଅଧକ୍ଷା ଘଟଣାକୁ ନେଇ ବିଜେପି ପକ୍ଷରୁ ଧାରଣା

କଳାହାଣ୍ଡି: ନିଖୋଜ ଅଧକ୍ଷା ଘଟଣାକୁ ନେଇ ବିଜେପି ପକ୍ଷରୁ ଧାରଣା
SHARE NOW :

କଳାହାଣ୍ଡି(ରାଇଚନ ଅଘରିଆ/ ଲାଇଭ ଓଡିଶା ନ୍ୟୁଜ) :ଗୋଳାମୁଣ୍ଡା ବ୍ଲକ ମହାଳିଙ୍ଗ ସନସାଇନ ସ୍କୁଲର ଅଧକ୍ଷା ମମିତା ବେହେରା ଆଜକୁ ପ୍ରାୟ ୧୦ଦିନ ହେବ ନିଖୋଜ ଥିବା ବେଳେ ତାଙ୍କର କୈଣସି ପତ୍ତା ମିଳିପାରୁନାହିଁ । ସେ ଜୀବିତ ନା ମୃତ ଏନେଇ ସନ୍ଦେହ ଘେରରେ କଳାହାଣ୍ଡି ଓ ବଲାଙ୍ଗିର ପୋଲିସ ।। ଏ ଘଟଣାକୁ କେନ୍ଦ୍ର କରି ଆଜି ବିଜେପି ଦଳ ପକ୍ଷରୁ କେଗାଁ ଥାନା ସମ୍ମୁଖରେ ଏକ ଧାରଣା ଦିଆଯାଇଛି । ନିଖୋଜ ଅଧକ୍ଷାଙ୍କୁ ଯଥା ଶୀଘ୍ର ଖୋଜି ବାହାର କରିବା ଓ ଏହି ଘଟଣାରେ ସଂମ୍ପୃକ୍ତ ବ୍ୟକ୍ତି ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହି ଧାରଣାରେ ବିଜେପି ପକ୍ଷରୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts