- Home
- »
- Breaking News
- »
- କେନ୍ଦୁଝରରେ ବିଏସକେୱାଇ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବିତରଣର ଶୁଭାରମ୍ଭ
କେନ୍ଦୁଝରରେ ବିଏସକେୱାଇ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବିତରଣର ଶୁଭାରମ୍ଭ

SHARE NOW :
କେନ୍ଦୁଝର(ଲାଇଭ ଓଡିଶା ନ୍ୟୁଜ): ରାଜ୍ୟରେ ବିଏସକେୱାଇ କାର୍ଡର ବିତରଣ ଆରମ୍ଭ ହୋଇଯାଇଛି । ଆମ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି କାର୍ଡ ବଣ୍ଟନ କରୁଛନ୍ତି । ତେବେ ଗତକାଲି କେନ୍ଦୁଝର ଜିଲ୍ଲା ସମଣା ପଞ୍ଚାୟତ ବାହାରିପୁର ଠାରେ ବିଏସକେୱାଇ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବିତରଣର ଶୁଭାରମ୍ଭ କରିଚନ୍ତି । ସରପଞ୍ଚ ପତିତପାବନ ନନ୍ଦ କରୋନା କଟକଣାକୁ ଆଖି ଆଗରେ ରଖି ସଭା ରେ କିଛି ଲୋକଙ୍କୁ କାର୍ଡ଼ ଦେଇଛନ୍ତି । ଏବଂ କହିଛନ୍ତି ଯେ ପଞ୍ଚାୟତକୁ ୧୯୫୦କାର୍ଡ଼ ଆସିଛି । ଏବଂ ପ୍ରତ୍ୟେକ ଘରେ ଘରେ କାର୍ଡ଼ ପହଁଚିବ ।