ବିଦ୍ୟୁତ୍ ବିଭାଗର ମନମୂଖୀ କାର୍ଯ୍ୟ

SHARE NOW :
କଳାହାଣ୍ଡି ୧୫.୯(ଲାଇଭ୍ ଓଡିଶା ନ୍ୟୁଜ୍/ ପୁରୁଷୋତ୍ତମ ସିଂହ ରାଜପୁତ): କୋକସରା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ପ୍ରବଳ ବର୍ଷା ଲାଗି ରହିଥିବା ରୁ ଷ୍ଟ୍ରିଟ ଲାଇଟର ବିଦ୍ୟୁତ ସଂପ୍ରଶ ରେ ଆସି ଦୁଇଟି ବଳଦର ମୃତ୍ୟୁ ଘଟିଛି । ଏନେଇ ବିଦ୍ୟୁତ କର୍ମଚାରୀଙ୍କୁ ଖବର ଦେବାପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।