FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବିଦ୍ୟୁତ୍ ବିଭାଗର ମନମୂଖୀ କାର୍ଯ୍ୟ

ବିଦ୍ୟୁତ୍ ବିଭାଗର ମନମୂଖୀ କାର୍ଯ୍ୟ

ବିଦ୍ୟୁତ୍ ବିଭାଗର ମନମୂଖୀ କାର୍ଯ୍ୟ
SHARE NOW :

କଳାହାଣ୍ଡି ୧୫.୯(ଲାଇଭ୍ ଓଡିଶା ନ୍ୟୁଜ୍‌/ ପୁରୁଷୋତ୍ତମ ସିଂହ ରାଜପୁତ): କୋକସରା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗତକାଲି ପ୍ରବଳ ବର୍ଷା ଲାଗି ରହିଥିବା ରୁ ଷ୍ଟ୍ରିଟ ଲାଇଟର ବିଦ୍ୟୁତ ସଂପ୍ରଶ ରେ ଆସି ଦୁଇଟି ବଳଦର ମୃତ୍ୟୁ ଘଟିଛି । ଏନେଇ ବିଦ୍ୟୁତ କର୍ମଚାରୀଙ୍କୁ ଖବର ଦେବାପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *

Related Posts