- Home
- »
- Breaking News
- »
- ଝାରସୁଗୁଡ଼ାରେ ପାଳିତ ହୋଇଯାଇଛି ଛଟ୍ପୂଜା
ଝାରସୁଗୁଡ଼ାରେ ପାଳିତ ହୋଇଯାଇଛି ଛଟ୍ପୂଜା

SHARE NOW :
ଝାରସୁଗୁଡା(ଲାଇଭ ଓଡିଶା ନ୍ୟୁଜ): ଝାରସୁଗୁଡା ଜିଲ୍ଲାରେ ପାଳିତ ହୋଇଯାଇଛି ବହୁ ପ୍ରସିଦ୍ଧ ଛଟପୂଜା । ଆଜକୁ ୪ ଦିନ ଧରି ବେଶ ଧୁମଧାମରେ ବିହାରୀ ସଂପ୍ରଦାୟ ଛଟି ମୟାଁ ପୂଜା କରିଛନ୍ତି । ନିକଟରେ ଥିବା ବୁରୋମାଲ କଲାତଲାବ, ଇବନଦୀ ସମତେ ବିଭିନ୍ନ ନଦୀ, ପୋଖରୀକୁ ଯାଇ ସୂର୍ଯ୍ୟ ଦେବଙ୍କୁ ପୂଜା କରି ପରିବାର ଓ ସକୁଟୁମ୍ବ୍ଙ୍କ ମଙ୍ଗଳ କାମନା କରିଛନ୍ତି । ଛଟି ମୟାଁଙ୍କୁ ବିଭିନ୍ନ ଫଳମୂଳ, ପିଠାପଣା ଓ ଭୋଗ ଲାଗାଇ ପୂଜା କରାଯାଇଥିବାର ଦେଖିବାକୁ ମିଳିଛି ।