FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଝାରସୁଗୁଡ଼ାରେ ପାଳିତ ହୋଇଯାଇଛି ଛଟ୍‌ପୂଜା

ଝାରସୁଗୁଡ଼ାରେ ପାଳିତ ହୋଇଯାଇଛି ଛଟ୍‌ପୂଜା

ଝାରସୁଗୁଡ଼ାରେ ପାଳିତ ହୋଇଯାଇଛି ଛଟ୍‌ପୂଜା
SHARE NOW :

ଝାରସୁଗୁଡା(ଲାଇଭ ଓଡିଶା ନ୍ୟୁଜ): ଝାରସୁଗୁଡା ଜିଲ୍ଲାରେ ପାଳିତ ହୋଇଯାଇଛି ବହୁ ପ୍ରସିଦ୍ଧ ଛଟପୂଜା । ଆଜକୁ ୪ ଦିନ ଧରି ବେଶ ଧୁମଧାମରେ ବିହାରୀ ସଂପ୍ରଦାୟ ଛଟି ମୟାଁ ପୂଜା କରିଛନ୍ତି । ନିକଟରେ ଥିବା ବୁରୋମାଲ କଲାତଲାବ, ଇବନଦୀ ସମତେ ବିଭିନ୍ନ ନଦୀ, ପୋଖରୀକୁ ଯାଇ ସୂର୍ଯ୍ୟ ଦେବଙ୍କୁ ପୂଜା କରି ପରିବାର ଓ ସକୁଟୁମ୍ବ୍‌ଙ୍କ ମଙ୍ଗଳ କାମନା କରିଛନ୍ତି । ଛଟି ମୟାଁଙ୍କୁ ବିଭିନ୍ନ ଫଳମୂଳ, ପିଠାପଣା ଓ ଭୋଗ ଲାଗାଇ ପୂଜା କରାଯାଇଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published.

Related Posts