FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଗୋଣ୍ଡ ସମାଜ ତରଫରୁ ଫରସରା ରେ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ

ଗୋଣ୍ଡ ସମାଜ ତରଫରୁ ଫରସରା ରେ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ

ଗୋଣ୍ଡ ସମାଜ ତରଫରୁ  ଫରସରା ରେ  ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ
SHARE NOW :

ନୂଆପଡା(ଲାଇଭ ଓଡିଶା ନ୍ୟୁଜ): ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଫରସରା ଠାରେ ଜିଲ୍ଲା ସ୍ଥରୀୟ ନୁଆଁଖାଇ ଭେଟଘାଟ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଗୋଣ୍ଡ ଜାତିର ଇଷ୍ଟଦେବତା ପ୍ରଭୁ ବୁଢ଼ାଦେଓ ଙ୍କୁ ପୂଜାର୍ଚ୍ଚନା ପରେ ଅଙ୍କନ ସିଂ ମାଝୀ ସଭାକାର‌୍ୟ୍ୟ ଟି ପରିଚାଳନା କରିଥିଲେ ଓ ଉକ୍ତ କାର‌୍ୟ୍ୟକ୍ରମ ରେ ମୁଖ୍ୟଅତିଥି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦୁର‌୍ୟ୍ୟଧନମାଝୀ,ମୁଖ୍ୟବକ୍ତା, ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ,ଜିଲା ସଭାପତି ଶ୍ରୀ ପ୍ରଶଶ୍ନ କୁମାର ମାଝୀ, ଊଖକ୍ଟ ଶ୍ରୀ ଦିବ୍ୟଶଙ୍କର ଧରୁଆ,ଖଡ଼ିଆଲ ବ୍ଲକ ସଭାପତି ଶ୍ରୀ କରୁଣାଶଙ୍କର ମାଝୀ,କୋମନା ବ୍ଲକ ସଭାପତି ଶନ୍ତରାମ ମାଝୀ, ବୋଡେ଼ନ ବ୍ଲକ ସଭାପତି ଶ୍ରୀ ମଝିଆ ମାଝୀ,ସିନାପାଲି ବ୍ଲକ ସଭାପତି ଶ୍ରୀମତି ରମାକାନ୍ତି ମାଝୀ ଓ ନୂଆପଡ଼ା ଜିଲ୍ଲା ର ସମସ୍ତ ଗୋଣ୍ଡ ଜାତିର ପଦପଦାଧିକାରୀ ଉପସ୍ଥିତ ରହି ଆଗାମୀ ଦିନରେ କିଭଳିଭାବରେ ଗୋଣ୍ଡ ଜାତିର ତୃଣମୂଳ ସ୍ତରରୁ ଉନ୍ନତି ହେବ ସେ ଉପରେ ନିଜନିଜ ବକ୍ତବ୍ୟ ରଖିଥିଲେ ଓ ନୁଆଁଖାଇ ଭେଟଘାଟ କାର‌୍ୟ୍ୟକ୍ରମ କୁ ସୁଫଳ ମଣ୍ଡିତ କରିଥିଲେ |

Leave a Reply

Your email address will not be published. Required fields are marked *

Related Posts