- Home
- »
- Breaking News
- »
- କେନ୍ଦ୍ରାପଡାର ନୂଆପଡ଼ା ବଜାରରେ ଗ୍ୟାଙ୍ଗୱ।ର
କେନ୍ଦ୍ରାପଡାର ନୂଆପଡ଼ା ବଜାରରେ ଗ୍ୟାଙ୍ଗୱ।ର

SHARE NOW :
କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): ଦୁଇ ବିପକ୍ଷ ଗ୍ୟାଙ୍ଗ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ସଂଘର୍ଷରେ ଏକାଧିକ ଆହତ ହୋଇଥିବା ସୂଚନା । ଏଭଳି ଘଟଣା ଘଙ୍କିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ନୂଆପଡା ବଜାରରେ । ଗୋଷ୍ଠୀ ସଂଘର୍ଷ ଏଭଳି ଭୟଙ୍କର ହୋଇଥିଲା ଯେ ବଜାର ର ସମସ୍ତ ବ୍ୟବସାୟୀ ଦୋକାନ ବଜାର ବନ୍ଦ କରିଦେଇଥିଲେ । ଘଟଣା ସ୍ଥଳରେ ପାଟକୁରା ଥାନା ପୋଲିସ ସହ ମାର୍ଶାଘାଇ ପୋଲିସ ଏବଂ ଏସ୍ ଡି ପିଓ ରାଜୀବ ଲୋଚନ ପଣ୍ଡା ପହଁଞ୍ଚି ଘଟଣାରେ ଅନୁଧ୍ୟାନ କରୁଛନ୍ତି । ଏନେଇ ପୋଲିସ ର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଥିବା ଦେଖିବାକୁ ମିଳିଛି ।