FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପୁଣି ବଢିଲା ପେଟ୍ରୋଲ ଦର, ଖାଉଟିଙ୍କ ପକେଟରେ ମହଙ୍ଗାମାଡ

ପୁଣି ବଢିଲା ପେଟ୍ରୋଲ ଦର, ଖାଉଟିଙ୍କ ପକେଟରେ ମହଙ୍ଗାମାଡ

ପୁଣି ବଢିଲା ପେଟ୍ରୋଲ ଦର, ଖାଉଟିଙ୍କ ପକେଟରେ ମହଙ୍ଗାମାଡ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ମାସ ଶେଷରେ ମଧ୍ୟ ତ୍ରାହି ନାହିଁ । ପୁଣି ବଢିଛି ପେଟ୍ରୋଲ ଦର । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ତୈଳ ଦର । ଆଜି ମାସର ଶେଷ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ଲିଟର ପ୍ରତି ୩୫ ପଇସା ଲେଖାଏ ବଢ଼ିଛି । ମୁମ୍ୱାଇରେ ରେକର୍ଡ ସ୍ତର ଛୁଇଁଛି ପେଟ୍ରୋଲ । ସେଠାରେ ପେଟ୍ରୋଲ ୧୧୫.୧୫ ଟଙ୍କା ହୋଇଥିବା ବେଳେ ଡିଜେଲ୍ ଦାମ୍ ହୋଇଛି ୧୦୬.୨୩ ପଇସା । ଭୁବନେଶ୍ୱରରେ ପେଟ୍ରୋଲ ଦାମ୍ ୧୧୦.୩୧ ପଇସା ହୋଇଛି । ଡିଜେଲ କିଣିଲେ ଗ୍ରାହକ ଲିଟର ପ୍ରତି ଗଣିବେ ୧୦୬.୯୫ ଟଙ୍କା । ଗତ ସେପ୍ଟମ୍ବର ୨୮ ତାରଖରୁ ପେଟ୍ରୋଲ ଓ ଡିଜେଲ ଦାମ ୨୬ ଥର ବଢ଼ିଲାଣି । ତୈଳ ଦର ବୃଦ୍ଧି ଖାଉଟିଙ୍କ ପକେଟରେ ମହଙ୍ଗା ମାଡ଼ ହୋଇଛି ।

Leave a Reply

Your email address will not be published. Required fields are marked *

Related Posts