FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଗୋଲମୁଣ୍ଡାରେ ଶ୍ରମିକ ସମେତ ସମ୍ବାଦଦାତାଙ୍କୁ ମାଡ

ଗୋଲମୁଣ୍ଡାରେ ଶ୍ରମିକ ସମେତ ସମ୍ବାଦଦାତାଙ୍କୁ ମାଡ

ଗୋଲମୁଣ୍ଡାରେ ଶ୍ରମିକ ସମେତ ସମ୍ବାଦଦାତାଙ୍କୁ ମାଡ
SHARE NOW :

କଳାହାଣ୍ଡି, ୨୨.୯(ଲାଇଭ୍ ଓଡିଶା ନ୍ୟୁଜ୍‌/ ରାଇଚନ୍ ଅଘ୍ରିଆ): ଶ୍ରମୀକ ସମେତ ସମ୍ବାଦଦାତାଙ୍କ ଉପରେ ମରାଣାତ୍ମକ ଆକ୍ରମଣ । ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଗ୍ରାମୀଣ ଯୋଜନାରେ କାର୍ଯ୍ୟରତ ଶ୍ରମିକଙ୍କୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଗାଳିଗୁଲଜ କରିବା ସହ ମାର ପିଟ କରିଥିବା ସୁଚନା ମିଳିଛି ।
ତେବେ ଦୃବୁର୍ତ୍ତ ଜଣଙ୍କ ସେହି ସମୟରେ ଉପସ୍ଥିତ ଥିବା ସମ୍ବାଦଦାତାଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ ପରେ ଦୃବୁର୍ତ୍ତ ଜଣଙ୍କ ସମ୍ବାଦଦାତାଙ୍କ ଫୋନ୍ ଫୋପାଡି ଦେଇଥିଲା । ଏନଇ ଶ୍ରମିକମାନେ ଥାନାରେ ଏତଲା ଦେଆଯାଇଥିବା ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *

Related Posts