ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

SHARE NOW :
ସୁବର୍ଣ୍ଣପୁର ( ଲାଇଭ ଓଡିଶା ନ୍ୟୁଜ୍) : ଡୁଙ୍ଗୁରିପାଲି ବ୍ଲକ ସୁଲେଇ ଗ୍ରାମରେ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ l ପ୍ରତିଷ୍ଠା ମହୋତ୍ସବ ର ମୂଖ୍ୟ କର୍ତ୍ତା ଭାବେ ଭତନ ଖମାରୀ ନିଜ କାର୍ଯ୍ୟ ସୂରାତୁରୂପେ ସମ୍ପନ୍ନ କରିଛନ୍ତି l ଏଥିପାଇଁ ହଜାର ହଜାର ଭକ୍ତ କଳସ ଯାତ୍ରା କରିବା ସହିତ ନାମ ଯଜ୍ଞ କରିଛନ୍ତି l ହନୁମାନଙ୍କ ଦର୍ଶନ ନିମନ୍ତେ ବହୁ ଦୂର ଦୁରାନ୍ତରୁ ଭକ୍ତ ଆସିଛନ୍ତି l ନlମ ଯଜ୍ଞରେ ଶୁଲେଇ ଗ୍ରାମ କମ୍ପି ଉଠୁଥିଲା l ସତେ ଯେପରି ସୁଲେଇ ଗ୍ରାମ ରାମ ରାଜ୍ୟରେ ପରିଣତ ହୋଇଥିଲା l ଏହା ସହ ମନୋରଞ୍ଜନ ସକାଶେ କଂସ ଦରବାରର କାର୍ଯ୍ୟକ୍ରମ ହୋଇଥିଲା l ସତସଙ୍ଗ, କିର୍ତ୍ତନ , ମିନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସୂଲେଇ ଗ୍ରାମ କମ୍ପି ଉଠୁଥିଲା l