FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଝାରସୁଗୁଡ଼ାରେ ୨୫ଟି ହାଇସ୍କୁଲ ରୁପାନ୍ତରଣ ଓ ଲୋକାର୍ପଣ

ଝାରସୁଗୁଡ଼ାରେ ୨୫ଟି ହାଇସ୍କୁଲ ରୁପାନ୍ତରଣ ଓ ଲୋକାର୍ପଣ

ଝାରସୁଗୁଡ଼ାରେ ୨୫ଟି ହାଇସ୍କୁଲ ରୁପାନ୍ତରଣ ଓ ଲୋକାର୍ପଣ
SHARE NOW :


ଝାରସୁଗୁଡ଼ା (ଲାଇଭ ଓଡିଶା ନ୍ୟୁଜ୍‌) : ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ ସ୍କୁଲ ସେବାରେ ସାମିଲ ହେଲା ଝାରସୁଗୁଡା । ସହରର ସ୍ମାର୍ଟ ସ୍କୁଲ ଓ ଗାଁ ସ୍କୁଲର ତପରାତକୁ ଦୂରେଇଛନ୍ତି ମୁଖ୍ୟମନ୍ତ୍ରୀ । ୫ଞ ଉପକ୍ରମ ରେ ଝାରସୁଗୁଡ଼ା ଜିଲ୍ଲା ରେ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଝାରସୁଗୁଡ଼ା ଜିଲ୍ଲା ର ପ୍ରଥମ ପର୍ଯ୍ୟାୟ ରେ ୨୫ଟି ହାଇସ୍କୁଲ ରୁପାନ୍ତରଣ ଓ ଲୋକାର୍ପଣ । ଗିରିଧରଲାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ ବେଲପାହାଡ଼ ରେ ମୂଖ୍ୟ ଅତିଥି ଭାବେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଏବଂ ଜିଲ୍ଲା ପାଳ ସରୋଜ କୁମାର ସାମଲ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Related Posts