FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କନ୍ଧମାଳ ରେ ଅପରେସନ ନୀଳ ଜହର, ସରକାରୀ ଜମିରୁ ଗଂଜେଇ କାଟିଲା ଅବକାରୀ ବିଭାଗ

କନ୍ଧମାଳ ରେ ଅପରେସନ ନୀଳ ଜହର, ସରକାରୀ ଜମିରୁ ଗଂଜେଇ କାଟିଲା ଅବକାରୀ ବିଭାଗ

କନ୍ଧମାଳ ରେ ଅପରେସନ ନୀଳ ଜହର,  ସରକାରୀ ଜମିରୁ ଗଂଜେଇ କାଟିଲା ଅବକାରୀ ବିଭାଗ
SHARE NOW :

କନ୍ଧମାଳ(ଲାଇଭ ଓଡିଶା ନ୍ୟୁଜ): କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ଥାନା ଅଞ୍ଚଳ ରେ ପୋଲିସ ଓ ଅବକାରୀ ବିଭାଗ ଅପରେସନ ନୀଳ ଜହର ଜାରି ରଖିଛି ଜ୍ଝ କ ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମ ପଞ୍ଚାୟତ ର ନଦୀ ତଟ ବର୍ତ୍ତୀ ଅଂଚଳ ଉପାନ୍ତ କୁଶାକୁପୁଡ଼ା କୁଡୁପାକିଆ ଓ ଗସୁକିଆ ଗାଁ ର ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଶହେ ବତିଶ ଏକର ଅଞ୍ଚଳ ର ଗଂଜେଇ ଚାଷକୁ କାଟି ପୋଡି ଦେଇଛି କ ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ କ୍ଷନୀଳଜହର ବା ଗଞ୍ଜେଇର ପେଣ୍ଠସ୍ଥଳି କୁହାଯାଉଥିବା କନ୍ଧମାଳ ର ବିଭିନ୍ନ ଥାନା ଅଞ୍ଚଳ ରେ ବେଧଡକ ଗଞ୍ଜେଇ ଚାଷ ହେଉଛି କ୍ଷ ବାହାର ରାଜ୍ୟର ମାଫିଆ ଆଦିବାସୀ ଙ୍କୁ ହାତକରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ଚାଷ ଓ ବ୍ୟବସାୟର କାୟା ବିସ୍ତାର କରିଚାଲିଛନ୍ତି ଏହାକୁ ରୋକିବାକୁ କ ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଅପରେସନ ନୀଳଜହର ପ୍ରଥମ ଦିନରେ ଏହି ସଫଳତା ପାଇଛି କ୍ଷ ପୋଲିସ ଓ ଅବକାରୀ ବିଭାଗ ର କାର‌୍ୟାନୁଷ୍ଠାନ ଫଳରେ ଗଂଜେଇ ମାଫିଆ ଓ ଚାଷୀ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି କ୍ଷ ନଷ୍ଟ କରାଯାଇ ଥିବା ଗଂଜେଇ ର ଆନୁମାନିକ ମୂଲ୍ୟ ଏକ କୋଟି ବତିଶ ଲକ୍ଷ ଟଙ୍କାରୁ ଉର୍ଦ୍ଧହେବ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି ଏନେଇ କ ନୂଆଗାଁ ଥାନାରେ କେସ ନମ୍ବର ୯୫/ ୨୧ଏନ ଡ଼ି ପି ଏସ ଆକ୍ଟରେ ବେନାମୀ ଚାଷୀ ନାମରେ ମାମଲା ରୁଜୁ ହୋଇଛି କ୍ଷ ନୀଳଜହର ଅପରେସନ ରେ ଅତିରିକ୍ତ ତହସିଲଦାର ଏବଂ ତହସିଲ କର୍ମଚାରୀ ପୋଲିସ ଫୋର୍ସ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ): କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ଥାନା ଅଞ୍ଚଳ ରେ ପୋଲିସ ଓ ଅବକାରୀ ବିଭାଗ ଅପରେସନ ନୀଳ ଜହର ଜାରି ରଖିଛି ଜ୍ଝ କ ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମ ପଞ୍ଚାୟତ ର ନଦୀ ତଟ ବର୍ତ୍ତୀ ଅଂଚଳ ଉପାନ୍ତ କୁଶାକୁପୁଡ଼ା କୁଡୁପାକିଆ ଓ ଗସୁକିଆ ଗାଁ ର ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଶହେ ବତିଶ ଏକର ଅଞ୍ଚଳ ର ଗଂଜେଇ ଚାଷକୁ କାଟି ପୋଡି ଦେଇଛି କ ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ କ୍ଷ ନୀଳଜହର ବା ଗଞ୍ଜେଇର ପେଣ୍ଠସ୍ଥଳି କୁହାଯାଉଥିବା କନ୍ଧମାଳ ର ବିଭିନ୍ନ ଥାନା ଅଞ୍ଚଳ ରେ ବେଧଡକ ଗଞ୍ଜେଇ ଚାଷ ହେଉଛି କ୍ଷ ବାହାର ରାଜ୍ୟର ମାଫିଆ ଆଦିବାସୀ ଙ୍କୁ ହାତକରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ଚାଷ ଓ ବ୍ୟବସାୟର କାୟା ବିସ୍ତାର କରିଚାଲିଛନ୍ତି ଏହାକୁ ରୋକିବାକୁ କ ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଅପରେସନ ନୀଳଜହର ପ୍ରଥମ ଦିନରେ ଏହି ସଫଳତା ପାଇଛି କ୍ଷ ପୋଲିସ ଓ ଅବକାରୀ ବିଭାଗ ର କାର‌୍ୟାନୁଷ୍ଠାନ ଫଳରେ ଗଂଜେଇ ମାଫିଆ ଓ ଚାଷୀ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି କ୍ଷ ନଷ୍ଟ କରାଯାଇ ଥିବା ଗଂଜେଇ ର ଆନୁମାନିକ ମୂଲ୍ୟ ଏକ କୋଟି ବତିଶ ଲକ୍ଷ ଟଙ୍କାରୁ ଉର୍ଦ୍ଧହେବ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି ଏନେଇ କ ନୂଆଗାଁ ଥାନାରେ କେସ ନମ୍ବର ୯୫/ ୨୧ଏନ ଡ଼ି ପି ଏସ ଆକ୍ଟରେ ବେନାମୀ ଚାଷୀ ନାମରେ ମାମଲା ରୁଜୁ ହୋଇଛି କ୍ଷ ନୀଳଜହର ଅପରେସନ ରେ ଅତିରିକ୍ତ ତହସିଲଦାର ଏବଂ ତହସିଲ କର୍ମଚାରୀ ପୋଲିସ ଫୋର୍ସ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *

Related Posts